ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୧୬
  • ପ୍ରଚାର କରିବାର ନମୁନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର କରିବାର ନମୁନା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ସ୍ମାରକ ନିମନ୍ତ୍ରଣ ଅଭିଯାନ (୨୭ ଫେବୃୟାରୀ–୨୭ ମାର୍ଚ୍ଚ)
  • ପ୍ରଥମ ସାକ୍ଷାତ
  • ପୁନଃସାକ୍ଷାତ
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୧୬

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ପ୍ରଚାର କରିବାର ନମୁନା

ସ୍ମାରକ ନିମନ୍ତ୍ରଣ ଅଭିଯାନ (୨୭ ଫେବୃୟାରୀ–୨୭ ମାର୍ଚ୍ଚ)

ଯୀଶୁ ଷ୍ଟଙ୍କ ତ୍ୟୁର ରକ ପାଇଁ ନିମନ୍ତ୍ରଣ ପତ । ଏହାର ଶୀର୍ଷକ ହେଉଛି, ‘ଆମେ ଆପଣଙ୍କୁ ନିମନ୍ତ୍ରଣ କରୁଛୁ’

“ଆମେ ଆପଣଙ୍କୁ ଏକ ବିଶେଷ ସଭାକୁ ନିମନ୍ତ୍ରଣ କରୁଛୁ (ତେଣୁ ଆମେ ଆପଣଙ୍କୁ ଫୋନ୍‌ କରୁଛୁ କିମ୍ବା ମେସେଜ୍‌ କିମ୍ବା ଚିଠି ଲେଖୁଛୁ) । ଏହି ସଭାରେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ମନେ ପକାଇବା ପାଇଁ ତାହାଙ୍କ ମୃତ୍ୟୁର ବାର୍ଷିକ ସ୍ମାରକ ଦିବସ ପାଳନ କରିବୁ । ଏହି ସଭା ସାରା ପୃଥିବୀରେ ହେବ ଏବଂ ଏଥିରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେବେ । ଆପଣ ମଧ୍ୟ ଆସିଲେ ଆମକୁ ଖୁସି ଲାଗିବ ।” ତାʼପରେ ସେହି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ଦିଅନ୍ତୁ (କିମ୍ବା ଡାକ ଯୋଗେ କିମ୍ବା ମେସେଜ୍‌ ଜରିଆରେ ପଠାନ୍ତୁ) । “ଏହି ନିମନ୍ତ୍ରଣ ପତ୍ରରେ ଲେଖାଅଛି ଯେ ଆମ ଅଞ୍ଚଳରେ ଏହି ସଭା କେବେ ଓ କେଉଁଠି ହେବ (କିମ୍ବା ଆପଣ ଏହି ସଭା ଅନଲାଇନ୍‌ କିପରି ଦେଖିପାରିବେ) । ଏହାର ଠିକ୍‌ ସପ୍ତାହେ ପୂର୍ବରୁ ଏକ ବିଶେଷ ଭାଷଣ ଦିଆଯିବ । ଏହି ସଭା ପାଇଁ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରୁଛୁ ।”

ଯଦି ଆଗ୍ରହ ଦେଖାନ୍ତି: ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ (କିମ୍ବା ଇ-ମେଲ୍‌ କିମ୍ବା ମେସେଜ୍‌ ଜରିଆରେ ପଠାନ୍ତୁ) ।

ଆର ଥରକୁ: ଯୀଶୁ ଖ୍ରୀଷ୍ଟ କାହିଁକି ନିଜ ଜୀବନ ଦେଲେ ?

ପ୍ରଥମ ସାକ୍ଷାତ

ପ୍ରଶ୍ନ: ଯୀଶୁ ଖ୍ରୀଷ୍ଟ କିଏ ଥିଲେ ?

ପଦ: ମାଥି ୧୬:୧୬

ଆର ଥରକୁ: ଯୀଶୁ ଖ୍ରୀଷ୍ଟ କାହିଁକି ନିଜ ଜୀବନ ଦେଲେ ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

  • ‘ବାଇବଲ ଆମକୁ କ’ଣ ଶିଖାଏ ?’ ବହି

    ଆମକୁ ଶିଖାଏ ପୃ ୪୧ ¶୫

ପୁନଃସାକ୍ଷାତ

ପ୍ରଶ୍ନ: ଯୀଶୁ ଖ୍ରୀଷ୍ଟ କାହିଁକି ନିଜ ଜୀବନ ଦେଲେ ?

ପଦ: ମାଥି ୨୦:୨୮

ଆର ଥରକୁ: ଆମେ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ପାଇଁ କିପରି ଆଦର ଦେଖାଇପାରିବା ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

  • ‘ବାଇବଲ ଆମକୁ କ’ଣ ଶିଖାଏ ?’ ବହି

    ଆମକୁ ଶିଖାଏ ପୃ ୫୨ ¶୨

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ