ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମେ ପୃଷ୍ଠା ୫
  • ଯିହୋବା ଯୋଷେଫଙ୍କୁ ଉଦ୍ଧାର କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଯୋଷେଫଙ୍କୁ ଉଦ୍ଧାର କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯିହୋବା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରୁଛନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଜଣେ ଦାସ ଈଶ୍ୱରଙ୍କ କଥା ମାନିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିହୋବା ଯୋଷେଫଙ୍କୁ ଭୁଲିଲେ ନାହିଁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମେ ପୃଷ୍ଠା ୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୦-୪୧

ଯିହୋବା ଯୋଷେଫଙ୍କୁ ଉଦ୍ଧାର କଲେ

୪୧:୯-୧୩, ୧୬, ୨୯-୩୨, ୩୮-୪୦

ଯୋଷେଫ ଜଣେ ଦାସ ଭାବେ ସେବା କଲେ । ତାʼପରେ ତାଙ୍କୁ ଜେଲରେ ରଖାଗଲା । ପ୍ରାୟ ୧୩ ବର୍ଷ ପର୍ଯ୍ୟନ୍ତ ସେ ବହୁତ ଦୁଃଖ ସହିଲେ । କିନ୍ତୁ, ତାʼପରେ ଯିହୋବା ତାଙ୍କୁ ଉଦ୍ଧାର କଲେ । ଯୋଷେଫଙ୍କ ଜୀବନରେ ଏତେ ସବୁ ଘଟିଗଲା ! କିନ୍ତୁ ସେ ନିରାଶାରେ ବୁଡ଼ିଗଲେ ନାହିଁ କିମ୍ବା କାହାରି ଉପରେ ରାଗ ରଖିଲେ ନାହିଁ । ଏହା ପରିବର୍ତ୍ତେ, ସେ ନିଜ ଭିତରେ ଭଲ ଗୁଣଗୁଡ଼ିକ ବଢ଼ାଇଲେ । (ଗୀତ ୧୦୫:୧୭-୧୯) ସେ ଭଲ ଭାବେ ଜାଣିଥିଲେ ଯେ ଯିହୋବା ତାଙ୍କ ସାଙ୍ଗେ ଅଛନ୍ତି । କିନ୍ତୁ ସେହି କଠିନ ପରିସ୍ଥିତିରେ ଯୋଷେଫ କʼଣ କଲେ ?

  • ଯୋଷେଫ ଜେଲରେ ଅନ୍ୟ କଏଦୀମାନଙ୍କୁ ଖାଇବା ଜିନିଷ ଦେଉଛନ୍ତି ।

    ସେ ଖୁବ୍‌ ପରିଶ୍ରମ କଲେ ଏବଂ ବିଶ୍ୱାସଯୋଗ୍ୟ ପ୍ରମାଣିତ ହେଲେ । ତେଣୁ ଯିହୋବା ତାଙ୍କ ଚେଷ୍ଟା ଉପରେ ଆଶିଷ ଦେଲେ ।—ଆଦି ୩୯:୨୧, ୨୨

  • ଯୋଷେଫ ଦୁଇ କଏଦୀଙ୍କ ପ୍ନର ଅର୍ଥ ବୁଝାଉଛନ୍ତି ।

    ତାଙ୍କ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବା ପରିବର୍ତ୍ତେ ସେ ଅନ୍ୟମାନଙ୍କ ପ୍ରତି ଆଗ୍ରହ ଦେଖାଇଲେ ଏବଂ ସେମାନଙ୍କ ମଙ୍ଗଳ କଲେ ।—ଆଦି ୪୦:୫-୭

ଧୈର୍ଯ୍ୟର ସହ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ମୋତେ ଯୋଷେଫଙ୍କ ଉଦାହରଣ କିପରି ସାହାଯ୍ୟ କରେ ?

ହର୍ମିଗିଦ୍ଦୋନ୍‌ରେ ଯିହୋବା ମତେ ଉଦ୍ଧାର କରିବେ । କିନ୍ତୁ ସେହି ସମୟ ଆସିବା ପର୍ଯ୍ୟନ୍ତ ମୁଁ କʼଣ କରିପାରିବି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ