ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୩
  • ଆପଣଙ୍କ ମାନତ ପୂରଣ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣଙ୍କ ମାନତ ପୂରଣ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ନିଜ ପ୍ରତିଜ୍ଞା ପୂରା କରନ୍ତି
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଲେବୀୟମାନଙ୍କ ସେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆପଣଙ୍କ ମାନତ ପୂରଣ କରନ୍ତୁ

ଇସ୍ରାଏଲୀୟମାନେ ନିଜ ଇଚ୍ଛା ଅନୁସାରେ ମାନତ କରିପାରୁଥିଲେ । ମାନତ କଲେ ତାକୁ ପୂରା କରିବା ଜରୁରୀ ଥିଲା (ଗଣ ୩୦:୨; ଇନସାଇଟ୍‌-୨ ପୃ ୧୧୬୨)

ସେମାନେ ଏପରି ବିଷୟଠାରୁ ଦୂରେଇ ରହିବା ପାଇଁ ମାନତ କରୁଥିଲେ, ଯାହା ବ୍ୟବସ୍ଥା ଅନୁସାରେ ଭୁଲ ନ ଥିଲା (ଗଣ ୩୦:୩, ୪; ଇନସାଇଟ୍‌-୨ ପୃ ୧୧୬୨)

ଯିହୋବା ଆଜି ନିଜ ପ୍ରତ୍ୟେକ ସେବକଙ୍କୁ ସେମାନେ କରିଥିବା ମାନତ ପାଇଁ ସେମାନଙ୍କୁ ହିଁ ଦାୟୀ କରନ୍ତି (ଗଣ ୩୦:୬-୯; ପ୍ର୦୪-ହି ୮/୧ ପୃ ୨୭ ¶୪)

ଖ୍ରୀଷ୍ଟିୟାନମାନଙ୍କର ଦୁଇଟି ମାନତ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଗୋଟିଏ ହେଉଛି ସମର୍ପଣର ପ୍ରତିଜ୍ଞା ଏବଂ ଦ୍ୱିତୀୟଟି ବିବାହର ଶପଥ ।

ଚିତସମୂହ: ଲୋକେ ମାନତ କରୁଛନ୍ତି । ୧. ଜଣେ ଯୁବତୀ ର୍ଥନା କରୁଛନ୍ତି । ୨. ଜଣେ ପୁଅ ଓ ଝିଅ ନିଜ ବିବାହ ସମୟରେ ପରସ୍ପରକୁ ମୁଦି ପିନ୍ଧାଉଛନ୍ତି ।

ନିଜକୁ ପଚାରନ୍ତୁ, ‘ମୁଁ ଯେଉଁ ମାନତ କରିଛି, ତାହା କʼଣ ମୁଁ ପୂରଣ କରୁଛି ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ