ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୧୪
  • “ତୁମ୍ଭେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ କରିବ ନାହିଁ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ତୁମ୍ଭେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ କରିବ ନାହିଁ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ଦୁଇ ଜଣ ସ୍ତ୍ରୀଙ୍କ ଜରିଆରେ ନିଜ ଲୋକଙ୍କୁ ଉଦ୍ଧାର କଲ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଶିକ୍ଷଣ ବିଷୟରେ ବଢ଼ିଆ ଶିକ୍ଷା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ଶୟତାନର କଥାରେ ଆସି ନ ଥାଉ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • “ମନୁଷ୍ୟ ମଲେ କʼଣ ପୁନର୍ବାର ବଞ୍ଚିବ ?”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୧୪
ଏକ କିଣାନୀୟ ସ୍ତ୍ରୀ ଜଣେ ଇଏଲୀୟ ପୁରୁଷକୁ ତା’ ସହିତ ମିଶି ଏକ ମୂର୍ତ୍ତିକୁ ଣାମ କରିବା ପାଇଁ ଡାକୁଛି । ପାଖରେ ଆଉ କିଛି ଲୋକେ ମଧ ମୂର୍ତ୍ତିପୂଜା କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ତୁମ୍ଭେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ କରିବ ନାହିଁ”

ଯିହୋବା ଇସ୍ରାଏଲୀୟମାନଙ୍କୁ କହିଥିଲେ ଯେ ସେମାନେ କେବଳ ତାହାଙ୍କ ଉପାସନା କରୁଥିବା ଲୋକମାନଙ୍କୁ ବିବାହ କରନ୍ତୁ (ଦ୍ୱିବି ୭:୩; ପ୍ର୧୨-ଇଂ ୭/୧ ପୃ ୨୯ ¶୨)

ଯିହୋବା ନିଜ ଲୋକମାନଙ୍କୁ ସମସ୍ୟା ଓ ଚିନ୍ତାଗୁଡ଼ିକରୁ ରକ୍ଷା କରିବାକୁ ଚାହାନ୍ତି (ଦ୍ୱିବି ୭:୪; ପ୍ର୧୫-ହି ୩/୧୫ ପୃ ୩୦-୩୧)

ବିବାହ ବିଷୟରେ ଯିହୋବା ଇସ୍ରାଏଲୀୟମାନଙ୍କୁ ଯାହା କହିଥିଲେ, ତାହା ଆମକୁ ବି କହନ୍ତି (୧କରି ୭:୩୯; ୨କରି ୬:୧୪; ପ୍ର୧୫-ହି ୮/୧୫ ପୃ ୨୬ ¶୧୨)

ନିଜକୁ ପଚାରନ୍ତୁ, ‘କେବଳ “ପ୍ରଭୁଙ୍କଠାରେ ବିଶ୍ୱାସୀ” ବ୍ୟକ୍ତିଙ୍କୁ ବିବାହ କରିବାର ଆଜ୍ଞା ମାନିଲେ ମୋତେ କʼଣ ଲାଭ ହେବ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ