ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୧୨
  • ପ୍ରଶିକ୍ଷଣ ବିଷୟରେ ବଢ଼ିଆ ଶିକ୍ଷା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଶିକ୍ଷଣ ବିଷୟରେ ବଢ଼ିଆ ଶିକ୍ଷା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯିହୋବା ଦୁଇ ଜଣ ସ୍ତ୍ରୀଙ୍କ ଜରିଆରେ ନିଜ ଲୋକଙ୍କୁ ଉଦ୍ଧାର କଲ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କ ଅଗ୍ନିମୟ ସେନା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • “ତୁମ୍ଭେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ କରିବ ନାହିଁ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୧୨
ଇଲୀଶାୟ, ଏଲୀୟଙ୍କୁ ଯର୍ଦ୍ଦନ ନଦୀର ପାଣିକୁ ତାଙ୍କ କପ ସାହାଯ୍ୟରେ ଭାଗ କରିବାର ଦେଖୁଛନ୍ତି

ଇଲୀଶାୟ, ଏଲୀୟଙ୍କୁ ଚମତ୍କାର କରୁଥିବାର ଦେଖୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପ୍ରଶିକ୍ଷଣ ବିଷୟରେ ବଢ଼ିଆ ଶିକ୍ଷା

[୨ ରାଜାବଳୀ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ଇଲୀଶାୟ ଏଲୀୟଙ୍କୁ ଚମତ୍କାର କରିବାର ଦେଖିଲେ (୨ରାଜା ୨:୮; ପ୍ର୧୫-ହି ୪/୧୫ ପୃ ୧୩ ¶୧୫; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଇଲୀଶାୟ ନମ୍ର ଥିଲେ । ସେ ଏଲୀୟଙ୍କଠାରୁ ଯାହା ଶିଖିଥିଲେ ତାʼ ଅନୁସାରେ କାମ କଲେ (୨ରାଜା ୨:୧୩, ୧୪; ପ୍ର୧୫-ହି ୪/୧୫ ପୃ ୧୩ ¶୧୬)

ଜଣେ ଭାଇ ଭାଷଣ ଦେବାର ଅଭ୍ୟାସ କରୁଛନ୍ତି ଏବଂ ଜଣେ ଚୀନ ଭାଇ ଶୁଣୁଛନ୍ତି । ସେହି ଚୀନ “ଶିଖାଇବା” ପୁସ୍ତିକାକୁ ଖୋଲିକି ରଖିଛନ୍ତି ।

ଯିହୋବା ମଣ୍ଡଳୀରେ ପ୍ରାଚୀନମାନଙ୍କୁ ଦାୟିତ୍ୱ ଦେଇଛନ୍ତି ଯେ ସେମାନେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ବା ଟ୍ରେନିଙ୍ଗ ଦିଅନ୍ତୁ । (୨ତୀମ ୨:୨) ତେଣୁ ପ୍ରାଚୀନମାନଙ୍କଠାରୁ ଶିଖିବା କିମ୍ବା ପ୍ରଶିକ୍ଷଣ ନେବା ପାଇଁ ପ୍ରସ୍ତୁତ ରହନ୍ତୁ, ନମ୍ର ଓ ଭରସାଯୋଗ୍ୟ ହୁଅନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ