ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ନଭେମ୍ବର ପୃଷ୍ଠା ୨
  • “ମନୁଷ୍ୟ ମଲେ କʼଣ ପୁନର୍ବାର ବଞ୍ଚିବ ?”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ମନୁଷ୍ୟ ମଲେ କʼଣ ପୁନର୍ବାର ବଞ୍ଚିବ ?”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ଶୟତାନର କଥାରେ ଆସି ନ ଥାଉ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବା ଦୁଇ ଜଣ ସ୍ତ୍ରୀଙ୍କ ଜରିଆରେ ନିଜ ଲୋକଙ୍କୁ ଉଦ୍ଧାର କଲ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସେ ବୁଦ୍ଧିକୁ ବହୁତ ବହୁମୂଲ୍ୟ ମନେ କରୁଥିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବାଙ୍କ ବୁଦ୍ଧି ପାଇଁ ତାଙ୍କ ପ୍ରଶଂସା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ନଭେମ୍ବର ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ମନୁଷ୍ୟ ମଲେ କʼଣ ପୁନର୍ବାର ବଞ୍ଚିବ ?”

ମଣିଷ ଯାହା ବି କରିଲେ ମଧ୍ୟ, ମୃତ୍ୟୁରୁ ବଞ୍ଚିପାରିବନି ଓ ମରିଯାଇଥିବା ଲୋକକୁ ପୁଣିଥରେ ଜୀବିତ କରିପାରିବନି (ଆୟୁ ୧୪:୧, ୨, ୪, ୧୦; ପ୍ର୯୯-ହି ୧୦/୧୫ ପୃ ୩ ¶୧-୩)

ତଥାପି ଆଶା ଅଛି ଯେ ମରିଯାଇଥିବା ଲୋକମାନେ ପୁଣିଥରେ ଜୀବିତ ହୋଇପାରିବେ (ଆୟୁ ୧୪:୭-୯; ପ୍ର୧୫-ହି ୪/୧୫ ପୃ ୩୨ ¶୧-୨)

ଯିହୋବାଙ୍କ ପାଖରେ ନିଜ ସେବକମାନଙ୍କୁ ପୁଣିଥରେ ଜୀବିତ କରିବାର କେବଳ ଶକ୍ତି ନାହିଁ, ବରଂ ସେ ଏପରି କରିବା ପାଇଁ ବହୁତ ଆଗ୍ରହୀ (ଆୟୁ ୧୪:୧୪, ୧୫; ପ୍ର୧୧-ହି ୭/୧ ପୃ ୧୦ ¶୫)

ଚିତ୍ରଗୁଡ଼ିକ: ୧. କଟା ଯାଇଥିବା ଗଛ ମୂଳରେ ନୂଆ ନୂଆ ପତ୍ର ଆସୁଛି । ୨. ଜଣେ ମାଆ ନୂଆ ଦୁନିଆରେ ଜୀବିତ ହୋଇଥିବା ନିଜ ଝିଅକୁ ଦେଖି ଆଲିଙ୍ଗନ କରୁଛନ୍ତି ।

ଚିନ୍ତନ ପାଇଁ: ଯିହୋବା ନିଜ ସେବକମାନଙ୍କୁ ପୁଣିଥରେ ଜୀବିତ କରିବା ପାଇଁ କାହିଁକି ଆଗ୍ରହୀ ? ଏହାଜାଣି ଆପଣ ଯିହୋବାଙ୍କ ପାଇଁ କିପରି ଅନୁଭବ କରନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ