ମୋଶା ଇସ୍ରାଏଲୀୟମାନଙ୍କୁ ଯିହୋବାଙ୍କ ମହିମା କରିବା ଉଦ୍ଦେଶ୍ୟରେ ଏକ ଗୀତ ଶିଖାଉଛନ୍ତି
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଗୀତରେ ଥିବା ଦୃଷ୍ଟାନ୍ତଗୁଡ଼ିକରୁ ଶିଖନ୍ତୁ
ଆମେ ଯାହା ଶିଖାଉ ତାହା ଅନ୍ୟମାନଙ୍କ ମନକୁ ଶିଶିର ବୁନ୍ଦା ଭଳି ସତେଜ କରିପାରେ । (ଦ୍ୱିବି ୩୨:୨, ୩; ପ୍ର୨୦.୦୬-ହି ପୃ ୧୦ ¶୮-୯; ବାହାରେ ଥିବା ଚିତ୍ର ଦେଖନ୍ତୁ)
ଯିହୋବା ଚଟାଣ ଭଳି ଅଟନ୍ତି (ଦ୍ୱିବି ୩୨:୪; ପ୍ର୦୯-ଇଂ ୫/୧ ପୃ ୧୪ ¶୪)
ଯିହୋବା ନିଜ ଲୋକମାନଙ୍କୁ ଏପରି ସୁରକ୍ଷା ଦିଅନ୍ତି, ଯେପରି ଉକ୍ରୋଶ ପକ୍ଷୀ ନିଜ ଛୁଆମାନଙ୍କୁ ସୁରକ୍ଷା ଦିଏ (ଦ୍ୱିବି ୩୨:୧୧, ୧୨; ପ୍ର୦୧-ହି ୧୦/୧ ପୃ ୯ ¶୭)
ଆପଣ କେଉଁଠାରୁ ଭଲ ଦୃଷ୍ଟାନ୍ତଗୁଡ଼ିକ ପାଇପାରିବେ ?