ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୨
  • ଯିହୋବା କିଭଳି ଉପାସନା ଚାହାନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା କିଭଳି ଉପାସନା ଚାହାନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ସଠିକ୍‌ ନ୍ୟାୟ କରିବା ପାଇଁ ସିଦ୍ଧାନ୍ତ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ମୋଶାଙ୍କ ନିୟମରୁ ଜଣାପଡ଼େ ଯିହୋବା ସ୍ତ୍ରୀ ଲୋକମାନଙ୍କର ଯତ୍ନ ନିଅନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ମଣିଷର ଜୀବନକୁ ବହୁମୂଲ୍ୟ ମନେ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା କିଭଳି ଉପାସନା ଚାହାନ୍ତି ?

ଇସ୍ରାଏଲୀୟମାନଙ୍କୁ ସମ୍ପୂର୍ଣ୍ଣ ହୃଦୟ ଓ ସମ୍ପୂର୍ଣ୍ଣ ପ୍ରାଣ ସହିତ ଯିହୋବାଙ୍କ ଆଜ୍ଞା ମାନିବାର ଥିଲା, ତାହାଙ୍କୁ ପ୍ରେମ କରିବାର ଥିଲା ଏବଂ ତାହାଙ୍କ ସେବା କରିବାର ଥିଲା (ଦ୍ୱିବି ୧୧:୧୩; ଇନସାଇଟ୍‌-୨ ପୃ ୧୦୦୭ ¶୪)

ମିଥ୍ୟା ଉପାସନା ସହ ଜଡ଼ିତ ପ୍ରତ୍ୟେକ ଜିନିଷକୁ ଦୂର କରିବାର ଥିଲା (ଦ୍ୱିବି ୧୨:୨, ୩)

ସମସ୍ତେ ମିଶି ଗୋଟିଏ ଜାଗାରେ ଉପାସନା କରିବାର ଥିଲା (ଦ୍ୱିବି ୧୨:୧୧-୧୪; ଇନସାଇଟ୍‌-୧ ପୃ ୮୪ ¶୩)

ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକମାନେ ମନପ୍ରାଣ ଦେଇ ତାହାଙ୍କ ଉପାସନା କରନ୍ତୁ, ମିଥ୍ୟା ଉପାସନାର ପ୍ରତ୍ୟେକ ଜିନିଷଠାରୁ ଦୂରେଇ ରହନ୍ତୁ ଏବଂ ଏକତାରେ ରହନ୍ତୁ ।

ଚିତସମୂହ: ଲୋକମାନେ ଅଲଗା ଅଲଗା ଉପାୟରେ ଯିହୋବାଙ୍କ ଉପାସନା କରି ତାହାଙ୍କ ଇଚ୍ଛା ପୂରା କରୁଛନ୍ତି । ୧. ଜଣେ ବୃଦ୍ଧା ଭଉଣୀ ଏକ ନର୍ସକୁ ସାକ୍ଷ୍ୟ ଦେଉଛନ୍ତି । ୨. ଜଣେ ବ୍ୟକ୍ତି ଯାଦୁବିଦ୍ୟା ସହ ଜତ କିଛି ଜିନିଷ ଜଳାଉଛନ୍ତି । ୩. ଅଲଗା ଅଲଗା ଭାଷା ଏବଂ ଦେଶର ତିନି ଜଣ ଭଉଣୀ ଆନ୍ତଃରାଷ୍ଟୀୟ ଅଧିବେଶନରେ ସାଙ୍ଗରେ ବସିଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ