ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ମୋଶାଙ୍କ ନିୟମରୁ ଜଣାପଡ଼େ ଯିହୋବା ସ୍ତ୍ରୀ ଲୋକମାନଙ୍କର ଯତ୍ନ ନିଅନ୍ତି
ବିବାହର ପ୍ରଥମ ବର୍ଷ ପତ୍ନୀମାନେ ପତିଠାରୁ ଅଲଗା ରହୁ ନ ଥିଲେ, କାରଣ ପ୍ରଥମ ବର୍ଷ ପତିକୁ ସୈନ୍ୟବାହିନୀରୁ ଛୁଟି ମିଳୁଥିଲା (ଦ୍ୱିବି ୨୪:୫; ଇନସାଇଟ୍-୧ ପୃ ୧୧୯୬ ¶୪)
ବିଧବାମାନଙ୍କ ପାଇଁ ଖାଇବା ଓ ପିନ୍ଧିବାର ବ୍ୟବସ୍ଥା କରାଯାଉଥିଲା (ଦ୍ୱିବି ୨୪:୧୯ -୨୧; ଇନସାଇଟ୍-୧ ପୃ ୯୬୩ ¶୨)
ଯେଉଁ ବିଧବାମାନଙ୍କର ସନ୍ତାନ ନ ଥିଲେ, ସେମାନଙ୍କ ପାଇଁ ସନ୍ତାନ ଜନ୍ମ କରିବାର ବ୍ୟବସ୍ଥା କରାଯାଇଥିଲା (ଦ୍ୱିବି ୨୫:୫, ୬; ପ୍ର୧୧-ଇଂ ୩/୧ ପୃ ୨୩)
ନିଜକୁ ପଚାରନ୍ତୁ, ‘ମୁଁ ନିଜ ପତ୍ନୀ, ଝିଅ, ମାଆ, ଭଉଣୀ ଏବଂ ଖ୍ରୀଷ୍ଟିୟାନ ଭଉଣୀମାନଙ୍କର କିପରି ଯତ୍ନ ନେଇପାରିବି ?’