ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୧୨
  • ଯିହୋବାଙ୍କଠାରୁ ଅସରନ୍ତି ଆଶିଷ ପାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କଠାରୁ ଅସରନ୍ତି ଆଶିଷ ପାଆନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ବେକାରିଆ ଜିନିଷଗୁଡ଼ିକଠାରୁ ଦୂରେଇ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ଦାଉଦଙ୍କ ସହ ଚୁକ୍ତି କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଆୟୁବ ନିଜ ଚାଲିଚଳନ କିପରି ଶୁଦ୍ଧ ରଖିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଗୀତରେ ଥିବା ଦୃଷ୍ଟାନ୍ତଗୁଡ଼ିକରୁ ଶିଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୧୨
ଗୋଟିଏ ଇଏଲୀୟ ପରିବାର ନିଜ ଘର ବାହାରେ ଗଛ ତଳେ ବସି ହସଖୁସିରେ କଥାବାର୍ତ୍ତା କରୁଛନ୍ତି । ପାଖରେ ମେଣ୍ଢାମାନେ ଘାସ ଚରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କଠାରୁ ଅସରନ୍ତି ଆଶିଷ ପାଆନ୍ତୁ

ଯିହୋବାଙ୍କ କଥା ଶୁଣୁଥିବା ଲୋକମାନଙ୍କୁ ବହୁତ ଆଶିଷ ମିଳେ (ଦ୍ୱିବି ୨୮:୧, ୩-୬; ପ୍ର୧୦-ହି ୧୨/୧୫ ପୃ ୧୯ ¶୧୮)

ଯିହୋବାଙ୍କ ଆଜ୍ଞା ମାନୁଥିବା ଲୋକମାନଙ୍କୁ ଅସରନ୍ତି ଆଶିଷ ମିଳିବ (ଦ୍ୱିବି ୨୮:୨; ପ୍ର୦୧-ହି ୯/୧୫ ପୃ ୧୦¶୨)

ଯିହୋବା ଚାହାନ୍ତି ଯେ ଆମେ ଖୁସିର ସହ ତାହାଙ୍କ ଆଜ୍ଞା ମାନୁ (ଦ୍ୱିବି ୨୮:୪୫-୪୭; ପ୍ର୧୦-ହି ୯/୧୫ ପୃ ୮ ¶୪)

ଏକ ଅଧିବେଶନ ପରେ ଅଲଗା ଅଲଗା ଭାଷା ଏବଂ ଦେଶର ଭାଇଭଉଣୀମାନେ ସାଙ୍ଗରେ ମିଶି ଖାଉଛନ୍ତି ।

ଯିହୋବାଙ୍କ ଆଜ୍ଞା ପାଳନ କରୁଥିବା ଲୋକମାନଙ୍କୁ ଆଜି ମଧ୍ୟ ବହୁତ ଆଶିଷ ମିଳେ ଏବଂ ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ଅସରନ୍ତି ଆଶିଷ ମିଳିବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ