ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୬
  • ବିଶ୍ୱାସର ସହ କାମ କରନ୍ତୁ, ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବିଶ୍ୱାସର ସହ କାମ କରନ୍ତୁ, ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ସଫଳତା ପାଇବା ପାଇଁ କʼଣ କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କ ଭଳି ହୁଅନ୍ତୁ ଓ ଭେଦଭାବ କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସମସ୍ୟା ସମୟରେ ଭାଇଭଉଣୀମାନଙ୍କ ସାହସ ବଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋଶୂୟଙ୍କ ଶେଷ ଉପଦେଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୬
ଯାଜକମାନେ ସିନ୍ଦୁକ ବୋହି ଯର୍ଦ୍ଦନ ନଦୀରେ ପାଦ ରଖୁଛନ୍ତି ।

The priests carry the Ark into the Jordan River

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ବିଶ୍ୱାସର ସହ କାମ କରନ୍ତୁ, ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ

ଯିହୋବା ଯାହା କହନ୍ତି ତାହା ହୁଏତ ଆମ ମଣିଷମାନଙ୍କୁ ସଠିକ୍‌ ଲାଗି ନ ପାରେ (ଯିହୋ ୩:୧୨, ୧୩; ଇନସାଇଟ୍‌-୨ ପୃ ୧୦୫; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଦାୟିତ୍ୱ ତୁଲାଉଥିବା ଭାଇମାନେ ପରାମର୍ଶଗୁଡ଼ିକ ମାନିବାରେ ଭଲ ଉଦାହରଣ ରଖିବା ଉଚିତ୍‌ (ଯିହୋ ୩:୧୪; ପ୍ର୧୩-ହି ୯/୧୫ ପୃ ୧୬ ¶୧୭)

ଯେବେ ଆମେ ଯିହୋବାଙ୍କ ଆଜ୍ଞା ମାନି ପଦକ୍ଷେପ ନେଉ, ସେତେବେଳେ ସେ ଆଶିଷ ଦିଅନ୍ତି (ଯିହୋ ୩:୧୫-୧୭; ପ୍ର୧୩-ହି ୯/୧୫ ପୃ ୧୬ ¶୧୮)

ଯାଜକମାନେ ସିନ୍ଦୁକ ବୋହି ଯର୍ଦ୍ଦନ ନଦୀରେ ପାଦ ରଖୁଛନ୍ତି ।

ଯଦି ଆମେ ଦୁର୍ବଳ ସ୍ୱାସ୍ଥ୍ୟ କିମ୍ବା କଠିନ ସମସ୍ୟା ସତ୍ତ୍ୱେ ନିଜେ ଆଗକୁ ଆସି ପ୍ରଚାର କରୁ, ତେବେ ଯିହୋବା ଆମକୁ ଆଶିଷ ଦେବେ ।

ଜଣେ ଭଉଣୀ ପାର୍କ ମଝିରେ ବସିଛି ଓ ଜଣେ ସ୍ତ୍ରୀ ଲୋକକୁ ସାକ୍ଷ୍ୟ ଦେଉଛନ୍ତି । ସେ ଏକ ଏପରି ଦେଶରେ ଅଛନ୍ତି ଯେଉଁଠି ଆମ କାମ ଉପରେ କଟକଣା ଜାରି କରାଯାଇଛି । ଜଣେ ପୋଲିସ ସେଠାରେ ବୁଲୁଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ