ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ସମସ୍ୟା ସମୟରେ ଭାଇଭଉଣୀମାନଙ୍କ ସାହସ ବଢ଼ାନ୍ତୁ
ସନ୍ହେରୀବ୍ ଯିହୁଦାର ସହରଗୁଡ଼ିକରେ କବଜା କରିବାକୁ ଲାଗିଲା । ସେ ଯିରୂଶାଲମ ଉପରେ ମଧ୍ୟ ଆକ୍ରମଣ କରିବାର ଧମକ ଦେଲା (୨ବଂଶା ୩୨:୧; ଇନସାଇଟ୍-୧ ପୃ ୨୦୪ ¶୫)
ହିଜକୀୟ ଯିରୂଶାଲମକୁ ରକ୍ଷା କରିବା ପାଇଁ କିଛି ପଦକ୍ଷେପ ନେଲେ (୨ବଂଶା ୩୨:୨-୫; ପ୍ର୧୩-ହି ୧୧/୧୫ ପୃ ୧୯ ¶୧୨)
ହିଜକୀୟ ନିଜ କଥାରୁ ଈଶ୍ୱରଙ୍କ ଲୋକମାନଙ୍କ ସାହସ ବଢ଼ାଇଲେ (୨ବଂଶା ୩୨:୬-୮; ପ୍ର୧୩-ହି ୧୧/୧୫ ପୃ ୧୯ ¶୧୩)
ନିଜକୁ ପଚାରନ୍ତୁ: ‘ସମସ୍ୟା ସମୟରେ ମୁଁ ନିଜ ଭାଇଭଉଣୀମାନଙ୍କ ସାହାଯ୍ୟ କିପରି କରିପାରିବି ?’