ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୨
  • ଯିହୋବାଙ୍କ ଭଳି ହୁଅନ୍ତୁ ଓ ଭେଦଭାବ କରନ୍ତୁ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ଭଳି ହୁଅନ୍ତୁ ଓ ଭେଦଭାବ କରନ୍ତୁ ନାହିଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ସଫଳତା ପାଇବା ପାଇଁ କʼଣ କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ବିଶ୍ୱାସର ସହ କାମ କରନ୍ତୁ, ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସମସ୍ୟା ସମୟରେ ଭାଇଭଉଣୀମାନଙ୍କ ସାହସ ବଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ମାନୋହ ଓ ତାଙ୍କ ପତ୍ନୀ ପିତାମାତାଙ୍କ ପାଇଁ ଏକ ଭଲ ଉଦାହରଣ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୨
ସମାଗମ ତର ଦାର ପାଖରେ ସଲଫାଦର ପାଞ୍ଚ ଝିଅ ମୋଶାଙ୍କୁ ଅନୁରୋଧ କରୁଛନ୍ତି ।

ସଲଫାଦର ଝିଅମାନେ ନିଜ ପିତାଙ୍କ ସମ୍ପତ୍ତିର ଅଧିକାର ପାଇଁ ଅନୁରୋଧ କରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ଭଳି ହୁଅନ୍ତୁ ଓ ଭେଦଭାବ କରନ୍ତୁ ନାହିଁ

ସଲଫାଦର ପାଞ୍ଚ ଝିଅ ଚାହୁଁଥିଲେ ଯେ ପିତାଙ୍କ ସମ୍ପତ୍ତିର ଅଧିକାର ସେମାନଙ୍କୁ ମିଳୁ (ଗଣ ୨୭:୧-୪; ପ୍ର୧୩-ହି ୬/୧୫ ପୃ ୧୦ ¶୧୪; ବାହାରେ ଥିବା ଚିତ୍ର ଦେଖନ୍ତୁ ।)

ଯିହୋବା ସଠିକ୍‌ ନ୍ୟାୟ କଲେ, ଭେଦଭାବ କଲେ ନାହିଁ (ଗଣ ୨୭:୫-୭; ପ୍ର୧୩-ହି ୬/୧୫ ପୃ ୧୧ ¶୧୫)

ଆମେ ମଧ୍ୟ ଭେଦଭାବ କରିବା ଉଚିତ୍‌ ନୁହେଁ (ଗଣ ୨୭:୮-୧୧; ପ୍ର୧୩-ହି ୬/୧୫ ପୃ ୧୧ ¶୧୬)

ଆମେ ସମସ୍ତ ଭାଇଭଉଣୀମାନଙ୍କୁ ପ୍ରେମ ଓ ସମ୍ମାନ କରିବା ଉଚିତ୍‌ ଏବଂ ସମସ୍ତ ଭାଷା ଓ ଜାତିର ଲୋକମାନଙ୍କୁ ପ୍ରଚାର କରିବା ଉଚିତ୍‌ ।

ଚିତସମୂହ: ସମସ୍ତଙ୍କ ସହ ଏକାଭଳି ବ୍ୟବହାର କରିବାର ଉପାୟ । ୧. ଭି ଭି ବୟସର ଓ ଭାଷାର ଭାଇଭଉଣୀମାନେ ଗୋଟିଏ ଘରେ ଖାଉଛନ୍ତି । ୨. ଶରଣାର୍ଥୀ ଶିବିର ପାଖରେ ଜଣେ ଭାଇ ଓ ତାଙ୍କ ପନୀ ଅନ୍ୟ ଭାଷାର ଜଣେ ବ୍ୟକ୍ତିଙ୍କୁ ଚାର କରୁଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ