ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୨
  • ବିଶ୍ୱାସଘାତକତା ବହୁତ ଲାଜର କଥା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବିଶ୍ୱାସଘାତକତା ବହୁତ ଲାଜର କଥା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯିହୋବା ଶାମ୍‌ଶୋନ୍‌ଙ୍କୁ ଶକ୍ତିଶାଳୀ କଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଉତ୍ତମ ନାମ କମାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଶାମ୍‌ଶୋନ୍‌ଙ୍କ ଭଳି ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ମାନୋହ ଓ ତାଙ୍କ ପତ୍ନୀ ପିତାମାତାଙ୍କ ପାଇଁ ଏକ ଭଲ ଉଦାହରଣ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୨
ଶାମ୍‌ଶୋନ୍‌ ଦଲୀଲାର କୋଳରେ ଶୋଇଛନ୍ତି ଓ ଦଲୀଲା ଜଣେ ଲୋକକୁ ଶାମ୍‌ଶୋନ୍‌ଙ୍କ କେଶର ବେଣୀ କାଟି ଦେବାକୁ କଛି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ବିଶ୍ୱାସଘାତକତା ବହୁତ ଲାଜର କଥା

ଶାମ୍‌ଶୋନ୍‌ଙ୍କୁ ଧୋକା ଦେବା ପାଇଁ ଦଲୀଲାଙ୍କୁ ପଇସାର ଲାଳସା ଦିଆଗଲା (ବିଚା ୧୬:୪, ୫; ପ୍ର୧୨-ହି ୪/୧୫ ପୃ ୮ ¶୪)

ଶାମ୍‌ଶୋନ୍‌ ନିଜ ରହସ୍ୟ ନ କହିବା ପର୍ଯ୍ୟନ୍ତ ଦଲୀଲା ତାʼପଛରେ ପଡ଼ିରହିଲା (ବିଚା ୧୬:୧୫-୧୮; ପ୍ର୦୫-ହି ୧/୧୫ ପୃ ୨୭ ¶୪)

ଖ୍ରୀଷ୍ଟିୟାନମାନଙ୍କୁ ନିଜ ପରିବାର ଲୋକଙ୍କ ଏବଂ ମଣ୍ଡଳୀର ବିଶ୍ୱସ୍ତ ରହିବା ଉଚିତ୍‌ (୧ଥେସ ୨:୧୦; ପ୍ର୧୨-ହି ୪/୧୫ ପୃ ୧୧-୧୨ ¶୧୫-୧୬)

ଯେଉଁମାନେ ବିଶ୍ୱସ୍ତ ରହନ୍ତି ଯିହୋବା ସେମାନଙ୍କୁ ଆଶିଷ ଦିଅନ୍ତି ।—ଗୀତ ୧୮:୨୫, ୨୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ