ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୨
  • ନିଜ ସୀମା ଭିତରେ ନ ରହିଲେ ଅପମାନ ହିଁ ମିଳେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ସୀମା ଭିତରେ ନ ରହିଲେ ଅପମାନ ହିଁ ମିଳେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଆଜ୍ଞା ମାନିବା ବଳିଦାନ ଚଢ଼ାଇବାଠାରୁ ଶ୍ରେଷ୍ଠ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଶାଉଲ ପ୍ରଥମେ ନମ୍ର ଥିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଦାଉଦଙ୍କ ଯୁଦ୍ଧ ରଣନୀତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଆପଣଙ୍କର ରାଜା କିଏ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୨
ରାଜା ଶାଉଲ ନିଜ ସୀମା ଭିତରେ ନ ରହି ବେଦୀ ଉପରେ ହୋମବଳି ଚଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ନିଜ ସୀମା ଭିତରେ ନ ରହିଲେ ଅପମାନ ହିଁ ମିଳେ

ରାଜା ଶାଉଲଙ୍କୁ ଲାଗିଲା ତାଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ (୧ଶାମୁ ୧୩:୫-୭)

ନିଜ ସୀମା ଭିତରେ ରହି ଯିହୋବାଙ୍କ ଆଜ୍ଞା ମାନିବା ପରିବର୍ତ୍ତେ ଶାଉଲ ନିଜ ଇଚ୍ଛା ଅନୁସାରେ କାମ କଲେ (୧ଶାମୁ ୧୩:୮, ୯; ପ୍ର୦୦-ହି ୮/୧ ପୃ ୧୩ ¶୧୭)

ଯିହୋବା ଶାଉଲଙ୍କୁ ଦଣ୍ଡ ଦେଲେ (୧ଶାମୁ ୧୩:୧୩, ୧୪; ପ୍ର୦୭-ହି ୭/୧ ପୃ ୨୦ ¶୮)

ନିଜ ସୀମା ଭିତରେ ନ ରହିବାର ଅର୍ଥ ତରବର ହୋଇ କିମ୍ବା ବିନା ଭାବିଚିନ୍ତି ଏପରି କୌଣସି କାମ କରିବା ଯାହା କରିବାର ଜଣେ ବ୍ୟକ୍ତିକୁ ଅଧିକାର ନାହିଁ । ଜଣେ ବ୍ୟକ୍ତି କେଉଁ ପରିସ୍ଥିତିଗୁଡ଼ିକରେ ନିଜ ସୀମା ଲାଙ୍ଘିପାରେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ