ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୧୫
  • ଶାଉଲ ପ୍ରଥମେ ନମ୍ର ଥିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶାଉଲ ପ୍ରଥମେ ନମ୍ର ଥିଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ନିଜ ସୀମା ଭିତରେ ନ ରହିଲେ ଅପମାନ ହିଁ ମିଳେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଆଜ୍ଞା ମାନିବା ବଳିଦାନ ଚଢ଼ାଇବାଠାରୁ ଶ୍ରେଷ୍ଠ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯୀଶୁ ଶାଉଲଙ୍କୁ ବାଛିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଦାଉଦ ଓ ଶାଉଲ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୧୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଶାଉଲ ପ୍ରଥମେ ନମ୍ର ଥିଲେ

ଶାଉଲ ନମ୍ର ଥିଲେ ତେଣୁ ସେ ରାଜା ହେବା ପାଇଁ ପଛଘୁଞ୍ଚା ହେଉଥିଲେ । (୧ଶାମୁ ୯:୨୧; ୧୦:୨୦-୨୨; ପ୍ର୨୦-ହି ୦୮ ପୃ ୧୦ ¶୧୧)

ଯେବେ ତାଙ୍କୁ କିଛି ଲୋକ ଓଲଟା-ସିଧା କହୁଥିଲେ ସେ ରାଗିଲେ ନାହିଁ । (୧ଶାମୁ ୧୦:୨୭; ୧୧:୧୨, ୧୩; ପ୍ର୧୪-ହି ୩/୧୫ ପୃ ୯ ¶୮)

ଯେତେବେଳେ ଶାଉଲଙ୍କୁ ପବିତ୍ର ଶକ୍ତିର ମାର୍ଗଦର୍ଶନ ମିଳିଲା, ସେ ତାʼ ଅନୁସାରେ କାମ କରିଲେ । (୧ଶାମୁ ୧୧:୫-୭; ପ୍ର୯୫-ହି ୧୨/୧୫ ପୃ ୧୦ ¶୧)

ଜଣେ ଚୀନ ଗୋଟିଏ ଭଉଣୀଙ୍କୁ ବାଇବଲରୁ କିଛି କଛନ୍ତି । ଭଉଣୀ ବିବାହ ନିମନ୍ତ୍ରଣ କାର୍ଡ ଧରିଛନ୍ତି ।

ଯଦି ଆମେ ନମ୍ର ହେବା, ତେବେ ଆମେ ନିଜ ଦାୟିତ୍ୱ ଓ ଦକ୍ଷତାଗୁଡ଼ିକୁ ଯିହୋବାଙ୍କ ତରଫରୁ ମିଳିଥିବା ଉପହାର ମନେକରିବା । (ରୋମୀ ୧୨:୩, ୧୬; ୧କରି ୪:୭) ଏବଂ ଯିହୋବାଙ୍କ ପବିତ୍ର ଶକ୍ତିର ମାର୍ଗଦର୍ଶନ ଅନୁଯାୟୀ ଚାଲିବା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ