ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୮
  • ଭଲ ସାଙ୍ଗ ହୁଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭଲ ସାଙ୍ଗ ହୁଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ନିଜ ଈଶ୍ୱର ଯିହୋବାଙ୍କଠାରୁ ସାହସ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବାଇବଲରେ ଥିବା କଥାଗୁଡ଼ିକ କାହାଣୀ ନୁହେଁ, ଏହା ସତ ଘଟଣା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • କʼଣ ଆପଣ ଯିହୋବାଙ୍କ ସାଙ୍ଗ ହୋଇପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଆଜ୍ଞା ମାନିବା ବଳିଦାନ ଚଢ଼ାଇବାଠାରୁ ଶ୍ରେଷ୍ଠ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୮

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଭଲ ସାଙ୍ଗ ହୁଅନ୍ତୁ

ଯେତେବେଳେ ଆପଣଙ୍କ ସାଙ୍ଗ ସମସ୍ୟାରେ ଥାʼନ୍ତି, ସେତେବେଳେ ତାଙ୍କ ସାହସ ବାନ୍ଧନ୍ତୁ (୧ଶାମୁ ୨୦:୧, ୨; ପ୍ର୧୯-ହି ୧୧ ପୃ ୭ ¶୧୮)

ଯେତେବେଳେ ଆପଣଙ୍କ ସାଙ୍ଗକୁ କୌଣସି ବିପଦ ଥାଏ, ସେତେବେଳେ ତାଙ୍କୁ ସତର୍କ କରନ୍ତୁ (୧ଶାମୁ ୨୦:୧୨, ୧୩; ପ୍ର୦୮-ହି ୨/୧୫ ପୃ ୮ ¶୭)

ଯେତେବେଳେ ଆପଣଙ୍କ ସାଙ୍ଗ ବିଷୟରେ ମିଛ କଥା ପ୍ରସାର କରାଯାଏ, ତେବେ ତାଙ୍କ ସପକ୍ଷରେ କୁହନ୍ତୁ (୧ଶାମୁ ୨୦:୩୦-୩୨; ପ୍ର୦୯-ହି ୧୦/୧୫ ପୃ ୧୯ ¶୧୧)

ପତିପନୀ ଏପରି ଜଣେ ଭାଇଙ୍କ କଥା ଶୁଣୁଛନ୍ତି ଯିଏ ସମସ୍ୟାରେ ଅଛନ୍ତି ।

ଯିହୋବାଙ୍କ ଲୋକମାନଙ୍କ ପାଖରେ ଭଲ ସାଙ୍ଗ କରିବା ପାଇଁ ଅନେକ ସୁଯୋଗ ଥାଏ । କିନ୍ତୁ ପ୍ରଥମେ ଆମେ ନିଜ ଭିତରେ ଏପରି ଗୁଣ ବଢ଼ାଇବା, ଯାହାଫଳରେ ଅନ୍ୟମାନେ ଆମ ସହ ସାଙ୍ଗ ହେବା ପାଇଁ ଚାହିଁବେ । ଆପଣ ମଣ୍ଡଳୀରେ କାହା ସହ ସାଙ୍ଗ ହେବା ପାଇଁ ଚାହିଁବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ