ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୫
  • “ପ୍ରେମ . . . ଅଧର୍ମରେ ଆନନ୍ଦ କରେ ନାହିଁ ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ପ୍ରେମ . . . ଅଧର୍ମରେ ଆନନ୍ଦ କରେ ନାହିଁ ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ସତ୍ୟରେ ଆନନ୍ଦିତ ହୁଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଯୋନାଥନ—ଜଣେ ସାହସୀ ଓ ବିଶ୍ୱସ୍ତ ବ୍ୟକ୍ତି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଦାଉଦ ଓ ଶାଉଲ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯୀଶୁ ଶାଉଲଙ୍କୁ ବାଛିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ପ୍ରେମ . . . ଅଧର୍ମରେ ଆନନ୍ଦ କରେ ନାହିଁ”

ସତ୍ୟ ଖ୍ରୀଷ୍ଟିୟାନମାନେ ଯାହା ମଧ୍ୟ କରନ୍ତି ପ୍ରେମ ଯୋଗୁଁ କରନ୍ତି । ପ୍ରେମ “ଅଧର୍ମରେ ଆନନ୍ଦ କରେ ନାହିଁ ।” (୧କରି ୧୩:୪, ୬) ତେଣୁ ଆମେ ଏପରି କୌଣସି ମନୋରଞ୍ଜନ କରି ନ ଥାଉ, ଯେଉଁଥିରେ ହିଂସା କିମ୍ବା ଅନୈତିକ କାମଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଇଥାଏ । ଯେବେ କାହାରି ସହ କିଛି ଖରାପ ହୁଏ, ତେବେ ଆମେ ଖୁସି ହୋଇ ନ ଥାଉ ଯଦିଓ ସେହି ବ୍ୟକ୍ତି ଆମକୁ ଦୁଃଖ ପହଞ୍ଚାଇ ଥାଏ ।—ହିତୋ ୧୭:୫.

ମନେ ରଖନ୍ତୁ ଯେ ପ୍ରେମ—ଅଧର୍ମରେ ଆନନ୍ଦ କରେ ନାହିଁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଶାଉଲ ଓ ଯୋନାଥନଙ୍କ ମୃତ୍ୟୁର ଖବର ଶୁଣି ଦାଉଦଙ୍କୁ କିପରି ଲାଗିଲା ?

  • ଶାଉଲ ଓ ଯୋନାଥନଙ୍କୁ ମନେ ପକାଇ ଦାଉଦ କେଉଁ ଶୋକ ଗୀତ ଲେଖିଲେ ?

  • ଶାଉଲଙ୍କ ମୃତ୍ୟୁରୁ ଦାଉଦ କାହିଁକି ଖୁସି ହେଲେ ନାହିଁ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ