ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୧୨
  • ଦୁଇଟି ସ୍ତମ୍ଭର ନାମର ବହୁତ ଗଭୀର ଅର୍ଥ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଦୁଇଟି ସ୍ତମ୍ଭର ନାମର ବହୁତ ଗଭୀର ଅର୍ଥ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ସେମାନେ ମନପ୍ରାଣ ଦେଇ କାମ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ସଫଳତା ପାଇବା ପାଇଁ କʼଣ କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସମସ୍ୟା ସମୟରେ ଭାଇଭଉଣୀମାନଙ୍କ ସାହସ ବଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୧୨
ମନ୍ଦିରର ଅଗଣାରେ ଦୁଇଟି ତର ସ୍ତ ଅଛି ଯାହା ବେଶ ଦାରର ଦୁଇ ପାଖରେ ଅଛି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଦୁଇଟି ସ୍ତମ୍ଭର ନାମର ବହୁତ ଗଭୀର ଅର୍ଥ

ମନ୍ଦିରର ଅଗଣା ବାହାରେ ଦୁଇଟି ଉଚ୍ଚ ସ୍ତମ୍ଭ ତିଆରି କରାଗଲା (୧ରାଜା ୭:୧୫, ୧୬; ପ୍ର୧୩-ଇଂ ୧୨/୧ ପୃ ୧୩ ¶୩)

ଏହି ସ୍ତମ୍ଭଗୁଡ଼ିକର ନାମର ବହୁତ ଗଭୀର ଅର୍ଥ ରହିଛି (୧ରାଜା ୭:୨୧; ଇନସାଇଟ୍‌-୧ ପୃ ୩୪୮)

ଯେବେ ପର୍ଯ୍ୟନ୍ତ ଯିହୋବାଙ୍କ ଲୋକମାନେ ତାଙ୍କ ଉପରେ ନିର୍ଭର ରହିଲେ, ତେବେ ପର୍ଯ୍ୟନ୍ତ ସେ ସେମାନଙ୍କୁ ସାହାଯ୍ୟ କରିଲେ ଏବଂ ମନ୍ଦିର “ସ୍ଥିର” ରହିଲା (୧ରାଜା ୭:୨୧; ଗୀତ ୧୨୭:୧)

ଯେତେବେଳେ ଆମେ ସତ୍ୟ ଶିଖୁଥିଲୁ, ସେତେବେଳେ ଯିହୋବା ଅନେକ ସମସ୍ୟାର ସାମନା କରିବା ପାଇଁ ଆମକୁ ସାହାଯ୍ୟ କଲେ । କିନ୍ତୁ ଆଜି ମଧ୍ୟ ଏହା ଜରୁରୀ ଯେ ଆମେ ତାଙ୍କ ଉପରେ ନିର୍ଭର ରହୁ । ତାହେଲେ ଆମେ ବିଶ୍ୱାସରେ “ସ୍ଥିର” ରହିପାରିବା ।—୧କରି ୧୬:୧୩.

ଚିତସମୂହ: ୧. ଜଣେ ଯୁବା ମହିଳା ବଜାରରେ ଆମ ଭଉଣୀଙ୍କଠାରୁ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ପୁସ୍ତିକା ନେଉଛନ୍ତି । ୨. ଜଣେ ସ୍ତ୍ରୀ ନିଜ ଘରେ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହି ପଲା ବେଳେ ନିଜ ସିଗାରେ ପିଇବାର ଅଭ୍ୟାସ ବିଷୟରେ ଭାବୁଛନ୍ତି । ୩. ସେ ବା ନେଉଛନ୍ତି ।

ନିଜକୁ ପଚାରନ୍ତୁ, ‘କʼଣ ମୁଁ ଯିହୋବାଙ୍କ ଉପରେ ପୂରା ନିର୍ଭର ଅଛି ? ମୁଁ ଏହା କିପରି ଦେଖାଇପାରିବି ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ