ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୧୦
  • ସେ ବୁଦ୍ଧିକୁ ବହୁତ ବହୁମୂଲ୍ୟ ମନେ କରୁଥିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସେ ବୁଦ୍ଧିକୁ ବହୁତ ବହୁମୂଲ୍ୟ ମନେ କରୁଥିଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ବୁଦ୍ଧି ପାଇଁ ତାଙ୍କ ପ୍ରଶଂସା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କ ନିୟମଗୁଡ଼ିକୁ ମାନିବା ହିଁ ବୁଦ୍ଧିର କାମ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଶଲୋମନଙ୍କ ପ୍ରାର୍ଥନା—ହୃଦୟରୁ ଓ ନମ୍ରତାର ସହ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଶଲୋମନ ଦକ୍ଷତାର ସହିତ ଶାସନ କଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୧୦
ଶିବାର ରାଣୀ, ରାଜା ଶଲୋମନ ପାଇଁ ଉପହାର ଆଣିଛନ୍ତି । ଶଲୋମନ ଛିଡ଼ା ହୋଇ ତାଙ୍କର ସ୍ୱାଗତ କରୁଛନ୍ତି । ତାଙ୍କ ସିଂହାସନ ଯାଏ ଯାଉଥିବା ସିଢ଼ିଗୁଡ଼ିକର ତଳେ ଗାୟକ ଓ ଦ୍ୱାରପାଳ ଛିଡ଼ା ହୋଇଛନ୍ତି ।

ଶିବାର ରାଣୀ ଶଲୋମନଙ୍କୁ ଭେଟିବା ପାଇଁ ଆସିଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସେ ବୁଦ୍ଧିକୁ ବହୁତ ବହୁମୂଲ୍ୟ ମନେ କରୁଥିଲେ

ଶିବାର ରାଣୀ ଗୋଟିଏ ଲମ୍ବା ଓ କଠିନ ଯାତ୍ରା କରି ଶଲୋମନକୁ ଭେଟିବା ପାଇଁ ଆସିଲେ (୨ବଂଶା ୯:୧, ୨; ପ୍ର୯୯-ହି ୧୧/୧ ପୃ ୨୦ ¶୪; ପ୍ର୯୯-ହି ୭/୧ ପୃ ୩୦ ¶୪-୫)

ଶଲୋମନଙ୍କ ବୁଦ୍ଧି ଓ ଧନ ସମ୍ପତ୍ତି ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ (୨ବଂଶା ୯:୩, ୪; ପ୍ର୯୯-ହି ୭/୧ ପୃ ୩୦-୩୧; ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ)

ସେ ଯାହା ଦେଖିଲେ ତାʼ ଯୋଗୁଁ ସେ ଯିହୋବାଙ୍କୁ ପ୍ରଶଂସା କରିବାରୁ ନିଜକୁ ରୋକି ପାରିଲେ ନାହିଁ (୨ବଂଶା ୯:୭, ୮; ପ୍ର୯୫-ହି ୯/୧ ପୃ ୧୧ ¶ ୧୨)

ଶିବାର ରାଣୀଓଟଗୁଡ଼ିକୁ ନେଇ ରାଜା ଶଲୋମନଙ୍କୁ ଭେଟିବା ପାଇଁ ଯାଉଛନ୍ତି ।

ଶିବାର ରାଣୀ ବୁଦ୍ଧିକୁ ଏତେ ବହୁମୂଲ୍ୟ ମନେ କରୁଥିଲେ ଯେ ତାକୁ ପାଇବା ପାଇଁ ସେ ବଡ଼ ବଡ଼ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ ।

ନିଜକୁ ପଚାରନ୍ତୁ: ‘କʼଣ ମୁଁ ବୁଦ୍ଧି ପାଇଁ ଏପରି ଅନୁସନ୍ଧାନ କରେ ଯେପରି କେହି ଗୁପ୍ତ ଧନକୁ ଖୋଜିବା ପାଇଁ କରେ ?’—ହିତୋ ୨:୧-୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ