ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଫେବୃୟାରୀ ପୃଷ୍ଠା ୩୨
  • ୱେବସାଇଟ୍‌ ବ୍ୟବହାର କରିବା ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୱେବସାଇଟ୍‌ ବ୍ୟବହାର କରିବା ପାଇଁ ପରାମର୍ଶ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ମୂଖ୍ୟ ପେଜ୍‌ରେ ଆସିଥିବା ଲେଖାଗୁଡ଼ିକୁ କିପରି ଖୋଜିବା
  • JW.ORG ୱେବସାଇଟ୍‌ର ମୂଖ୍ୟ ପେଜ୍‌ର ବ୍ୟବହାର କରି ଅନ୍ୟମାନଙ୍କୁ ସାକ୍ଷ୍ୟ ଦିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • “ପ୍ରହରୀଦୁର୍ଗରେ” ଆସୁଥିବା ଅନ୍ୟ ଲେଖା
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଫେବୃୟାରୀ ପୃଷ୍ଠା ୩୨

ୱେବସାଇଟ୍‌ ବ୍ୟବହାର କରିବା ପାଇଁ ପରାମର୍ଶ

ମୂଖ୍ୟ ପେଜ୍‌ରେ ଆସିଥିବା ଲେଖାଗୁଡ଼ିକୁ କିପରି ଖୋଜିବା

ଅନେକ ଭାଇଭଉଣୀ ଦେଖିଛନ୍ତି ଯେ jw.org ୱେବସାଇଟ୍‌ର ମୂଖ୍ୟ ପେଜ୍‌ରେ ଯେଉଁ ଲେଖାଗୁଡ଼ିକ ବିଷୟରେ କୁହାଯାଏ, ତାହା ପ୍ରଚାର କରିବା ସମୟରେ ବହୁତ ସାହାଯ୍ୟ କରେ । ଏହି ଲେଖାଗୁଡ଼ିକ ବହୁତ ସହଜରେ ଅନ୍ୟମାନଙ୍କୁ ଫୋନ୍‌ କିମ୍ବା ଟାବଲେଟ୍‌ରେ ପଠାଯାଇପାରେ । ଏହି ଲେଖାଗୁଡ଼ିକରେ ଅନେକଥର କୁହାଯାଇଥାଏ ଯେ ଆଜି ଘଟୁଥିବା ଘଟଣାଗୁଡ଼ିକରୁ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଉଛି । ଜଣେ ଭାଇ ଲେଖିଲେ ଯେ ମୂଖ୍ୟ ପେଜ୍‌ରେ ଆସୁଥିବା ଲେଖାଗୁଡ଼ିକ “ଆଜିକା ସମୟରେ ପ୍ରଚାର କରିବା ପାଇଁ ବିଲକୁଲ୍‌ ସଠିକ ଅଟେ ।”

କିନ୍ତୁ ମୂଖ୍ୟ ପେଜ୍‌ରେ ଆସୁଥିବା ଲେଖାଗୁଡ଼ିକ ବଦଳୁଥାଏ । ତାହେଲେ ଆମେ ପୂର୍ବେ ଆସୁଥିବା ଲେଖାଗୁଡ଼ିକ କିପରି ଖୋଜିପାରିବା ଯାହା ଏବେ ଦେଖାଯାଏନି ? ତାʼପାଇଁ jw.org କିମ୍ବା JW ଲାଇବ୍ରେରୀରେ® “ଲାଇବ୍ରେରୀ” ଭାଗରେ କ୍ଲିକ୍‌ କରନ୍ତୁ, ତାʼପରେ “ଲେଖାଗୁଡ଼ିକର ସିରିଜ୍‌” ଉପରେ କ୍ଲିକ୍‌ କରନ୍ତୁ ଓ ସେଥିରେ “ଆଉ କିଛି ବିଷୟ” ଦେଖନ୍ତୁ । ଏହି ଭାଗରେ ଆପଣଙ୍କୁ ଏପରି ଲେଖାଗୁଡ଼ିକ ମିଳିବ ଯାହା jw.org ୱେବସାଇଟ୍‌ରେ ଦିଆଯାଇଥିଲା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ