ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୨
  • ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଅଗ୍ନିମୟ ସେନା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ତମ ପୁଅକୁ କୋଳରେ ଉଠାଇ ନିଅ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ଅସମ୍ଭବକୁ ସମ୍ଭବ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରଶିକ୍ଷଣ ବିଷୟରେ ବଢ଼ିଆ ଶିକ୍ଷା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୨
ଇଲୀଶାୟ ନିଜ ସେବକଙ୍କୁ ଘୋ ଓ ଯୁଦ୍ଧ ରଥଗୁକୁ ଦେଖାଉଛନ୍ତି, ଯାହା ନିଆଁ ଭଳି ଦେଖାଯାଉଛି ଓ ଅରାମକୁ ଘେରି ରହିଛି । ଏହା ଦେଖି ତାଙ୍କ ସେବକ ଆଶ୍ଚର୍ଯ୍ୟ ହେଉଛି ।

ବାହାରେ ଥିବା ଚିତ୍ର: ଇଲୀଶାୟ ତାଙ୍କ ଦାସକୁ କହୁଛନ୍ତି: “ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗୀଗଣ ଅଧିକ ।”—୨ରାଜା ୬:୧୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି

ଇଲୀଶାୟ ଓ ତାଙ୍କ ସେବକଙ୍କୁ ଶତ୍ରୁମାନେ ଘେରିଲେ (୨ରାଜା ୬:୧୩, ୧୪; ଶିକ୍ଷା (ହିନ୍ଦୀ) ପୃ ୧୨୬ ¶୧-୨)

ଇଲୀଶାୟ ଡରିଲେ ନାହିଁ ଏବଂ ନିଜ ସେବକର ସାହସ ବାନ୍ଧିଲେ (୨ରାଜା ୬:୧୫-୧୭; ପ୍ର୧୩-ହି ୮/୧୫ ପୃ ୩୦ ¶୨; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଯିହୋବା ଚମତ୍କାର କରି ଇଲୀଶାୟ ଓ ତାଙ୍କ ସେବକଙ୍କୁ ରକ୍ଷା କଲେ (୨ରାଜା ୬:୧୮, ୧୯; ଇନସାଇଟ୍‌-୧ ପୃ ୩୪୩ ¶୧)

କିଛି ପୋଲିସ ଓ ସୈନିକମାନେ ହତିଆର ଧରି ଗଳିରେ ବୁଲୁଛନ୍ତି ଏବଂ ଯୀଶୁ ଷ୍ଟ ଓ ତାଙ୍କ ସେନା ର୍ଗରୁ ସେମାନଙ୍କୁ ଦେଖୁଛନ୍ତି । ଜଣେ ଭାଇ ଦୁଇ ଜଣ ସାକ୍ଷୀମାନଙ୍କୁ ନିଜ ଘର ଭିତରେ ନେଉଛନ୍ତି ।

ଯିହୋବା ଆମ ବିରୋଧୀମାନଙ୍କଠାରୁ ବହୁତ ଶକ୍ତିଶାଳୀ ଅଟନ୍ତି । ଭାବନ୍ତୁ ଯେ ଆପଣ ସ୍ୱର୍ଗରେ କʼଣ ହେଉଛି, ତାହା ଦେଖୁଛନ୍ତି । କʼଣ ଆପଣ ଦେଖିପାରୁଛନ୍ତି ଯେ ଯିହୋବା ନିଜ ସ୍ୱର୍ଗଦୂତମାନଙ୍କ ଜରିଆରେ କିପରି ଆମ ସମସ୍ତଙ୍କୁ ରକ୍ଷା କରୁଛନ୍ତି

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ