ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୬
  • ଖ୍ରୀଷ୍ଟିୟାନମାନେ କାହିଁକି ଆଗକୁ ବଢ଼ିବା ଉଚିତ୍‌ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଖ୍ରୀଷ୍ଟିୟାନମାନେ କାହିଁକି ଆଗକୁ ବଢ଼ିବା ଉଚିତ୍‌ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଭଉଣୀମାନେ ଆଉ କେଉଁ କେଉଁ ଉପାୟରେ ଯିହୋବାଙ୍କ ସେବା କରିପାରିବେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଉତ୍ତମ କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୬

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଖ୍ରୀଷ୍ଟିୟାନମାନେ କାହିଁକି ଆଗକୁ ବଢ଼ିବା ଉଚିତ୍‌ ?

ଅନେକ ଭାଇଭଉଣୀଙ୍କୁ ଅଗ୍ରଦୂତ ସେବା କରିବା କିମ୍ବା ବୈଥେଲ ଯିବା କିମ୍ବା ରାଜ୍ୟଘର ନିର୍ମାଣ କରିବାରେ ଭାଗ ନେବାର ଲକ୍ଷ୍ୟ ଥାଏ । ତେଣୁ ସେମାନେ ଏହି ଲକ୍ଷ୍ୟକୁ ପାଇବା ପାଇଁ ଆଗକୁ ବଢ଼ନ୍ତି ଓ କଠିନ ପରିଶ୍ରମ କରନ୍ତି । ତାʼଛଡ଼ା ଅନେକ ଭାଇ ଅଧ୍ୟକ୍ଷ ଭାବେ ସେବା କରିବା ପାଇଁ ମଧ୍ୟ ଆଗକୁ ବଢ଼ନ୍ତି । (୧ତୀମ ୩:୧) କିନ୍ତୁ ଖ୍ରୀଷ୍ଟିୟାନମାନଙ୍କୁ କେଉଁ ଉଦ୍ଦେଶ୍ୟରେ ଆଗକୁ ବଢ଼ିବା ଉଚିତ୍‌ ? କʼଣ ସେମାନେ ବଡ଼ ନାଁ କମାଇବା ଉଦ୍ଦେଶ୍ୟରେ କୌଣସି ଦାୟିତ୍ୱ ବା ସେବା କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ ?

ଆଗକୁ କାହିଁକି ବଢ଼ିବା ? (୧ତୀମ ୩:୧) ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

ଆଗକୁ ଦିଆଯାଇଥିବା ପଦଗୁଡ଼ିକ ଅନୁସାରେ ଆମେ କେଉଁ ତିନୋଟି କାରଣ ଯୋଗୁଁ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା ଉଚିତ୍‌ ?

  • ମାଥି ୫:୧୪-୧୬

  • ୧ ତୀମ ୪:୧୫

  • ଏବ୍ରୀ ୫:୧୪–୬:୧

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ