ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଏପ୍ରିଲ୍‌ ପୃଷ୍ଠା ୮
  • ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଖ୍ରୀଷ୍ଟିୟାନମାନେ କାହିଁକି ଆଗକୁ ବଢ଼ିବା ଉଚିତ୍‌ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ଜାରି ରଖନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଲକ୍ଷ୍ୟ ରଖନ୍ତୁ ଓ ତାହା ହାସଲ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଏପ୍ରିଲ୍‌ ପୃଷ୍ଠା ୮
ଯାକୁବ ମଣିଷ ଶରୀର ଧାରଣ କରିଥିବା ଜଣେ ର୍ଗଦୂତଙ୍କ ସହ ମଲଯୁଦ୍ଧ କରୁଛନ୍ତି  ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?

ଯାକୁବ ଯିହୋବାଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ଏକ ସ୍ୱର୍ଗଦୂତଙ୍କ ସହିତ ମଲ୍ଲଯୁଦ୍ଧ କଲେ। କାହିଁକି ? କାରଣ ଯିହୋବାଙ୍କଠାରୁ ଆଶୀର୍ବାଦ ପାଇବା ତାଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା। (ଆଦି ୩୨:୨୪-୩୧ ହୋଶେ ୧୨:୩, ୪) ଆମ ବିଷୟରେ କʼଣ ? କʼଣ ଆମେ ଯିହୋବାଙ୍କ ଆଜ୍ଞା ପାଳନ କରିବା ପାଇଁ ଏବଂ ତାହାଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ କଠିନ ପରିଶ୍ରମ କରିବା ? ଧରନ୍ତୁ, ଆମକୁ ସଭାରେ ଯିବାର ଅଛି। କିନ୍ତୁ ଆମକୁ କୁହାଯାଏ ଯେ ଚାକିରି ଜାଗାରେ ଆମକୁ କିଛି ଘଣ୍ଟା ଅଧିକ କାମ କରିବାକୁ ହେବ। ଏପରି ସମୟରେ ଆମେ କʼଣ ନିଷ୍ପତ୍ତି ନେବା ? ଯଦି ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା, ଅର୍ଥାତ୍‌ ନିଜ ସମୟ, ଶକ୍ତି ଓ ସାଧନ ଦେବା, ତେବେ ସେ ‘ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ ଆଶୀର୍ବାଦରୂପ ବୃଷ୍ଟି ବର୍ଷାଇବେ।’ (ମଲାଖି ୩:୧୦) ସେ ଆମକୁ ସଠିକ୍‌ ରାସ୍ତା ଦେଖାଇବେ, ଆମକୁ ସୁରକ୍ଷା ଦେବେ ଏବଂ ଆମର ଆବଶ୍ୟକତାଗୁଡ଼ିକୁ ପୂରଣ କରିବେ।—ମାଥି ୬:୩୩; ଏବ୍ରୀ ୧୩:୫.

ଈଶ୍ୱରଙ୍କ ସେବାରେ ରଖିଥିବା ଲକ୍ଷ୍ୟଠାରୁ ନିଜ ଧ୍ୟାନ ହଟାନ୍ତୁ ନାହିଁ (ହିନ୍ଦୀ) ଭିଡିଓ ଦେଖାନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଜଣେ ଅଦୂତ ଭଉଣୀ ସାଙ୍କେତିକ ଭାଷାର ଅନୁବାଦକ ଭାବେ ଚାକିରୀ କରୁଛନ୍ତି  ।

    ଭଉଣୀ ଯାହା ଅତି ପସନ୍ଦ କରୁଥିଲେ, ତାହା କିପରି ତାଙ୍କ ପାଇଁ ଫାନ୍ଦ ହୋଇଗଲା ?

  • ସେହି ଅଦୂତ ଭଉଣୀ ନିଜ ଅଫିସରେ ବିଳ ରାତି ପର୍ଯ୍ୟନ୍ତ ଅନ୍ଧାରରେ କାମ କରୁଛନ୍ତି  ।

    ଆମର ଚାକିରି କିପରି ଆମ ପାଇଁ ଫାନ୍ଦ ହୋଇପାରେ ?

  • ତୀମଥି ବିଳ ରାତିରେ ଝରକା ପାଖରେ ଏକ ନଳାକାର ପୁସ୍ତକ ପଛନ୍ତି  ।

    ତୀମଥି ସତ୍ୟରେ ବହୁତ ଉନ୍ନତି କରିଥିଲେ, ତଥାପି ତାଙ୍କୁ କାହିଁକି ନୂଆ ଲକ୍ଷ୍ୟ ରଖିବାର ଥିଲା ଏବଂ ସେଥିରେ ଧ୍ୟାନ କେନ୍ଦ୍ରିତ କରିବାର ଥିଲା ?—୧ତୀମ ୪:୧୬

  • ଅଦୂତ ଭଉଣୀ ଜଣକ ଆଉ ଏକ ଭଉଣୀଙ୍କ ସହ ଜଣେ ବିଦ୍ୟାର୍ଥୀଙ୍କ ସହ ବାଇବଲ ଅଧୟନ କରିବା ପାଇଁ ପହଞ୍ଚିଛନ୍ତି ଏବଂ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି  ।

    ଆପଣଙ୍କ ଜୀବନରେ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?

    ଆମେ କିପରି ଜାଣିପାରିବା ଯେ କେଉଁ କାମ ଆମ ପାଇଁ “ସବୁଠୁ ଅଧିକ ଜରୁରୀ” ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ