ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୧୫
  • ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଜ ପିଲାମାନଙ୍କୁ ଶିଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଜ ପିଲାମାନଙ୍କୁ ଶିଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବାପାମାଆମାନେ, ନିଜ ପିଲାମାନଙ୍କୁ ଶିଖାନ୍ତୁ ଯେ ସେମାନେ କିପରି ଈଶ୍ୱରଙ୍କୁ ଖୁସି କରିପାରିବେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୧୫
ଚିତ୍ରଗୁଡ଼ିକ: ବାପାମାଆ ନିଜ ଝିଅକୁ ତାʼ ବୟସ ଅନୁସାରେ ଶିଖାଉଛନ୍ତି । ୧. ମାଆ ନିଜ ଛୋଟ ଝିଅକୁ “ମହାନ ଶିକ୍ଷକଙ୍କଠାରୁ ଶିଖନ୍ତୁ” ବହିରୁ ଅଧ୍ୟୟନ କରାଉଛନ୍ତି । ୨. ସେହି ଝିଅ ଟିକେ ବଡ଼ ହେବା ପରେ ତାʼ ବାପା ତାକୁ “ପ୍ରହରୀଦୁର୍ଗ” ପତ୍ରିକାର ଅଧ୍ୟୟନ କରିବା ଶିଖାଉଛନ୍ତି । ୩. ସେହି ଝିଅ ଆଉ ଟିକେ ବଡ଼ ହେବା ପରେ ଘର ଘର ପ୍ରଚାରରେ ଜଣେ ସ୍ତ୍ରୀକୁ ସାକ୍ଷ୍ୟ ଦେଉଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଜ ପିଲାମାନଙ୍କୁ ଶିଖାନ୍ତୁ

ଖ୍ରୀଷ୍ଟିୟାନ ବାପାମାଆମାନେ ଚାହାନ୍ତି ଯେ ସେମାନଙ୍କ ପିଲାମାନେ ଯିହୋବାଙ୍କ ସେବା କରିବା ଜାରି ରଖନ୍ତୁ, ଯେଉଁଥିରୁ ସେମାନଙ୍କୁ ଖୁସି ଓ ଆଶିଷ ମିଳୁ । ତେଣୁ ସେମାନେ ନିଜ ପିଲାମାନଙ୍କୁ ଭଲଭାବେ ଶିଖାଇବା ପାଇଁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିପାରିବେ ।—ହିତୋ ୨୨:୬.

  • ପିଲାମାନଙ୍କୁ ମନଖୋଲି କହିବା ପାଇଁ ସୁଯୋଗ ଦିଅନ୍ତୁ ।—ଯାକୁ ୧:୧୯

  • ପିଲାମାନଙ୍କ ସାମନାରେ ଭଲ ଉଦାହରଣ ରଖନ୍ତୁ ।—ଦ୍ୱିବି ୬:୬

  • ଉପାସନା ସହ ଜଡ଼ିତ କାମରେ ଲଗାତାର ଭାଗ ନିଅନ୍ତୁ ।—ଏଫି ୬:୪

ଏପରି ଘର ତିଆରି କରନ୍ତୁ ଯାହା ସ୍ଥିର ରହିବ—ପିଲାମାନଙ୍କୁ ସେହି ରାସ୍ତାରେ ଚାଲିବା ପାଇଁ ଶିଖାନ୍ତୁ, ଯେଉଁଥିରେ ସେମାନଙ୍କୁ ଚାଲିବା ଉଚିତ୍‌ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ବାପାମାଆ କିପରି ବୁଝିବିଚାରି କାମ କରିପାରିବେ ?

  • ବାପାମାଆ ଯାକୁବ ୧:୧୯ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ କିପରି ମାନିପାରିବେ ?

  • ଯେବେ ସମସ୍ୟା ଆସେ, ତେବେ ବାପାମାଆ କʼଣ କରିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ