ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୪
  • ଜଣେ ପିତାଙ୍କର ପ୍ରେମଭରା ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜଣେ ପିତାଙ୍କର ପ୍ରେମଭରା ପରାମର୍ଶ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଭଲଭାବେ ସେବା କରିବାରେ ଯୁବାମାନଙ୍କୁ ସାହାଯ୍ୟ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଈଶ୍ୱରଙ୍କ ଇଚ୍ଛା ପୂରା କରିବା ପାଇଁ ଆଗ୍ରହ ବଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବା ମଣିଷର ଜୀବନକୁ ବହୁମୂଲ୍ୟ ମନେ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କ ପାଖକୁ ଯାଇ ଆଶ୍ରୟ ନିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୪
ଚିତ୍ରଗୁଡ଼ିକ: ୧. ବୃଦ୍ଧ ରାଜା ଦାଉଦ, ଶଲୋମନଙ୍କ ସହ ମନ୍ଦିରର ନିର୍ମାଣ କାମ ବିଷୟରେ କଥା ହେଉଛନ୍ତି । ୨. ରାଜା ଶଲୋମନ ମନ୍ଦିରର ନିର୍ମାଣ କାମର ନେତୃତ୍ୱ ନେଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଜଣେ ପିତାଙ୍କର ପ୍ରେମଭରା ପରାମର୍ଶ

ଯିହୋବାଙ୍କୁ ଭଲଭାବେ ଜ୍ଞାତ ହୁଅ (୧ବଂଶା ୨୮:୯; ପ୍ର୦୫-ହି ୨/୧୫ ପୃ ୧୯ ¶୯)

ପୂରା ଅନ୍ତଃକରଣରୁ ଯିହୋବାଙ୍କ ସେବା କର (୧ବଂଶା ୨୮:୯; ପ୍ର୧୨-ହି ୪/୧୫ ପୃ ୧୬ ¶୧୩)

ଭୟ କର ନାହିଁ, ଯିହୋବାଙ୍କ ଉପରେ ଭରସା ରଖ (୧ବଂଶା ୨୮:୨୦; ପ୍ର୧୭.୦୯-ହି ପୃ ୩୨ ¶୨୦-୨୧)

ଏହି ପରାମର୍ଶ ବୃଦ୍ଧ ରାଜା ଦାଉଦ ନିଜ ପୁଅ ଶଲୋମନକୁ ଦେଇଥିଲେ । କାରଣ ଶଲୋମନ ଏବେ ଯୁବା ହିଁ ଥିଲେ ଓ ତାଙ୍କୁ ଏତେ ଅନୁଭୂତି ନ ଥିଲା । ଆଉ ତାଙ୍କୁ ମନ୍ଦିରର ନିର୍ମାଣ କାମ ଆରମ୍ଭ କରିବାର ଥିଲା, ଯାହା ବହୁତ ବଡ଼ କାମ ଥିଲା । କିନ୍ତୁ ଏହି ପରାମର୍ଶ ଆମ ସମସ୍ତଙ୍କ ପାଇଁ, ବିଶେଷ କରି ଏହା ଯୁବା ଖ୍ରୀଷ୍ଟିୟାନମାନଙ୍କ ପାଇଁ ବହୁତ ମହତ୍ତ୍ୱ ରଖେ । ଏପରି କାହିଁକି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ