ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୧୪
  • ଭଲଭାବେ ସେବା କରିବାରେ ଯୁବାମାନଙ୍କୁ ସାହାଯ୍ୟ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭଲଭାବେ ସେବା କରିବାରେ ଯୁବାମାନଙ୍କୁ ସାହାଯ୍ୟ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଏଷ୍ଟରଙ୍କ ଭଳି ମର୍ଯ୍ୟାଦାରେ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ତମ ପୁଅକୁ କୋଳରେ ଉଠାଇ ନିଅ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଜଣେ ପିତାଙ୍କର ପ୍ରେମଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବୁଝିବିଚାରି ଜୀବନସାଥୀ ବାଛନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୧୪
ଦାଉଦ, ଶଲୋମନଙ୍କୁ ସେହି କାରିଗରମାନଙ୍କୁ ଦେଖାଉଛନ୍ତି, ଯେଉଁମାନେ ମନ୍ଦିର ତିଆରି କରିବା ପାଇଁ ଜିନିଷଗୁଡ଼ିକୁ ପ୍ରସ୍ତୁତ କରୁଛନ୍ତି ।

ଦାଉଦ ଶଲୋମନଙ୍କୁ ମନ୍ଦିର ତିଆରି କରିବା ପାଇଁ ଜିନିଷଗୁଡ଼ିକ ଓ କାରିଗର ଯୋଗାଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଭଲଭାବେ ସେବା କରିବାରେ ଯୁବାମାନଙ୍କୁ ସାହାଯ୍ୟ କରନ୍ତୁ

ଦାଉଦ ଜାଣିଥିଲେ ଯେ ଯିହୋବାଙ୍କ ସାହାଯ୍ୟରେ ଶଲୋମନ ମନ୍ଦିରର ନିର୍ମାଣର ଦେଖାରେଖା ଭଲଭାବେ କରିପାରିବେ (୧ବଂଶା ୨୨:୫; ପ୍ର୧୭.୦୧-ହି ପୃ ୨୯ ¶୮)

ଦାଉଦ ଶଲୋମନକୁ ପ୍ରୋତ୍ସାହନ ଦେଲେ ଯେ ସେ ଯାହା ବି କାମ କରୁ, ଯିହୋବାଙ୍କ ଉପରେ ଭରସା ରଖିକି କରୁ (୧ବଂଶା ୨୨:୧୧-୧୩)

ଦାଉଦ ଶଲୋମନକୁ ପୂରା ପୂରା ସହଯୋଗ କଲେ (୧ବଂଶା ୨୨:୧୪-୧୬; ପ୍ର୧୭.୦୧-ହି ପୃ ୨୯ ¶୭; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଚିତ୍ରଗୁଡ଼ିକ: ୧. ଜଣେ ପ୍ରାଚୀନ ଜଣେ ଯୁବା ଭାଇଙ୍କୁ ମଣ୍ଡଳୀର ପ୍ରଚାର କ୍ଷେତ୍ରର ଦେଖାରେଖା କରିବା ଶିଖାଉଛନ୍ତି । ସେହି ପ୍ରାଚୀନ ତାଙ୍କୁ ପ୍ରଚାର କ୍ଷେତ୍ରର ନକ୍ସା, ପ୍ରଚାର କ୍ଷେତ୍ରର ରେକର୍ଡ ଓ ବ୍ୟକ୍ତିଗତ ପ୍ରଚାର କ୍ଷେତ୍ରର ନକ୍ସା ଦେଖାଉଛନ୍ତି । ୨. ସେହି ଯୁବା ଭାଇ ଅନ୍ୟ ଜଣେ ଭାଇଙ୍କୁ ପ୍ରଚାର କ୍ଷେତ୍ରର ନକ୍ସା ବ୍ୟବହାର କରିବା ଶିଖାଉଛନ୍ତି ।

ନିଜକୁ ପଚାରନ୍ତୁ: ‘ମୁଁ ନିଜ ମଣ୍ଡଳୀର ଯୁବାମାନଙ୍କୁ କିପରି ସାହାଯ୍ୟ କରିପାରିବି, ଯାହାଫଳରେ ସେମାନେ ଭଲଭାବେ ଯିହୋବାଙ୍କ ସେବା କରିପାରିବେ ଓ ସେଥିରୁ ଖୁସି ପାଇପାରିବେ ?’—ପ୍ର୧୮.୦୩-ହି ପୃ ୧୧-୧୨ ¶୧୪-୧୫.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ