ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୫
  • ରାଜା ଶଲୋମନ ଗୋଟିଏ ଭୁଲ ନିଷ୍ପତ୍ତି ନେଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ରାଜା ଶଲୋମନ ଗୋଟିଏ ଭୁଲ ନିଷ୍ପତ୍ତି ନେଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଶଲୋମନ ଦକ୍ଷତାର ସହିତ ଶାସନ କଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ସମସ୍ୟା ସମୟରେ ଭାଇଭଉଣୀମାନଙ୍କ ସାହସ ବଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • “ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • କʼଣ ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟରୁ ପୂରା ଲାଭ ମିଳୁଛି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୫
ରାଜା ଶଲୋମନ ଗୋଟିଏ ନିଷ୍ପତ୍ତି ନେବା ପାଇଁ ଭାବୁଛନ୍ତି । ୧. ପ୍ରାଚୀର ଥିବା ଗୋଟିଏ ନଗର । ୨. ଘୋଡ଼ା ଓ ରଥଗୁଡ଼ିକ । ୩. ଦୁଇଜଣ ବ୍ୟକ୍ତି ପଥରର ପ୍ରାଚୀର ତିଆରି କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ରାଜା ଶଲୋମନ ଗୋଟିଏ ଭୁଲ ନିଷ୍ପତ୍ତି ନେଲେ

[୨ ବଂଶାବଳି ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ଶଲୋମନ ମିଶରରୁ ବହୁତ ଘୋଡ଼ା ଓ ରଥ ମଗାଇଲେ (ଦ୍ୱିବି ୧୭:୧୫, ୧୬; ୨ବଂଶା ୧:୧୪, ୧୭)

ଏପରି ଭାବେ ସେ ନିଜ ସେନା ବଢ଼ାଇଲେ ଓ ଏହାର ଦେଖାରେଖା କରିବା ପାଇଁ ସେ ଆହୁରି ଲୋକମାନଙ୍କୁ କାମରେ ରଖିଲେ ଓ ଅନେକ ସହର ତିଆରି କଲେ (୨ବଂଶା ୧:୧୪ ଇନସାଇଟ୍‌-୧ ପୃ ୧୭୪ ¶୫; ପୃ ୪୨୭)

ଏହା ସତ ଯେ ଶଲୋମନଙ୍କ ଶାସନ କରିବାର ଅନେକ ବର୍ଷ ଯାଏ ଲୋକମାନେ ଶାନ୍ତିରେ ରହିଲେ, କିନ୍ତୁ ପରେ ସେ ସେମାନଙ୍କ ଉପରେ ଭାରି ବୋଝ ଲଦି ଦେଲେ । ତାʼପରେ ଯେବେ ତାଙ୍କ ପୁଅ ରିହବୀୟାମ୍‌ ରାଜା ହେଲେ, ତେବେ ସେ ଏହି ବୋଝ ହଟାଇବା ପରିବର୍ତ୍ତେ ଆହୁରି ବଢ଼େଇ ଦେଲେ । ତେଣୁ ଲୋକମାନେ ବିଦ୍ରୋହ କଲେ । (୨ବଂଶା ୧୦:୩, ୪, ୧୪, ୧୬) ଏହା ଦେଖାଏ ଯେ ଆମକୁ ଆମର ଭୁଲ ନିଷ୍ପତ୍ତିଗୁଡ଼ିକର ଖରାପ ପରିଣାମ ଦିନେ ନା ଦିନେ ଭୋଗିବାକୁ ହିଁ ପଡ଼େ ।—ଗାଲା ୬:୭.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ