ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୬
  • ‘ଏହି ଭବନ ସର୍ବଦା ମୋ ହୃଦୟର ନିକଟରେ ରହିବ’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ଏହି ଭବନ ସର୍ବଦା ମୋ ହୃଦୟର ନିକଟରେ ରହିବ’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • “ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଭଲ ପରାମର୍ଶ ମାନିବାର ଲାଭ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ସେମାନେ ମନପ୍ରାଣ ଦେଇ କାମ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • କʼଣ ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟରୁ ପୂରା ଲାଭ ମିଳୁଛି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

‘ଏହି ଭବନ ସର୍ବଦା ମୋ ହୃଦୟର ନିକଟରେ ରହିବ’

ଯିହୋବା ମନ୍ଦିରକୁ ନିଜ ପାଇଁ ବାଛିଲେ (୨ବଂଶା ୭:୧୧, ୧୨)

ଯିହୋବା କହିଲେ ଯେ ଏହି ଭବନ ଅନନ୍ତ କାଳ ତାଙ୍କର ଚିତ୍ତ ନିରନ୍ତର ଥିବ ବା ସର୍ବଦା ତାଙ୍କ ହୃଦୟର ନିକଟରେ ଥିବ । ଏଥିରୁ ଜଣାପଡ଼େ ଯେ ତାଙ୍କୁ ସବୁବେଳେ ଏ କଥା ଉପରେ ଆଗ୍ରହ ରହିବ ଯେ ମନ୍ଦିରରେ କʼଣ ହେଉଛି (୨ବଂଶା ୭:୧୬; ପ୍ର୦୨-ହି ୧୧/୧୫ ପୃ ୫ ¶୧)

ଯିହୋବା କହିଲେ ଯେ ଯଦି ଇସ୍ରାଏଲୀୟମାନେ “ସର୍ବାନ୍ତଃକରଣ ସହିତ” ଠିକ୍‌ ରାସ୍ତାରେ ଚାଲିବା ଛାଡ଼ି ଦେବେ, ତାହେଲେ ସେ ମନ୍ଦିରକୁ ବିନାଶ ହେବା ପାଇଁ ଛାଡ଼ି ଦେବେ (୨ବଂଶା ୬:୧୪; ୭:୧୯-୨୧; ଇନସାଇଟ୍‌-୨ ପୃ ୧୦୭୭-୧୦୭୮)

ଚିତ୍ରଗୁଡ଼ିକ: ଉପାସନା କରିବାର ଅଲଗା ଅଲଗା ଉପାୟ । ୧. ଜଣେ ଭାଇ ପ୍ରାର୍ଥନା କରୁଛନ୍ତି । ୨. ଜଣେ ଭଉଣୀ ସଭାରେ ଉତ୍ତର ଦେଉଛନ୍ତି । ୩. ଜଣେ ସ୍ୱାମୀ ସ୍ତ୍ରୀ ସାଙ୍ଗରେ ମିଶି ପ୍ରଚାର କରୁଛନ୍ତି । ୪. ଜଣେ ଭାଇ ରାଜ୍ୟଘରର ସଫାସୁତୁରା କରୁଛନ୍ତି । ୫. ଜଣେ ଭାଇ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ମିଶି ପାରିବାରିକ ଉପାସନା କରୁଛନ୍ତି । ୬. ଜଣେ ଭଉଣୀ ବାଇବଲ ପଢ଼ୁଛନ୍ତି । ୭. ଜଣେ ଭଉଣୀ ଦାନ ବାକ୍ସରେ ପଇସା ପୂରାଉଛନ୍ତି ।

ମନ୍ଦିରର ଉଦ୍ଘାଟନ ସମୟରେ ଇସ୍ରାଏଲୀୟମାନଙ୍କୁ ଲାଗିଥିବ ଯେ ମନ୍ଦିର ସବୁବେଳେ ସେମାନଙ୍କର ମଧ୍ୟ ହୃଦୟର ନିକଟରେ ରହିବ । କିନ୍ତୁ ଦୁଃଖର କଥା, ଧିରେ ଧିରେ ସେଥିରୁ ସେମାନଙ୍କର ମନ ଦୂରେଇ ଗଲା ଓ ସେମାନେ ଯିହୋବାଙ୍କ ଉପାସନା କରିବା ଛାଡ଼ି ଦେଲେ ।

ନିଜକୁ ପଚାରନ୍ତୁ: ‘ମୁଁ କିପରି ଏହା ଦେଖାଇପାରିବି ଯେ ମୁଁ ପୂର୍ଣ୍ଣ ହୃଦୟରୁ ଯିହୋବାଙ୍କର ଉପାସନା କରେ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ