ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୯
  • ସେମାନେ ଆମ ପାଇଁ କଠିନ ପରିଶ୍ରମ କରନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସେମାନେ ଆମ ପାଇଁ କଠିନ ପରିଶ୍ରମ କରନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ‘ମନୁଷ୍ୟମାନଙ୍କ ରୂପରେ ମିଳିଥିବା ଉପହାର’ ପାଇଁ କୃତଜ୍ଞତା ଦେଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ‘ପାଉଲ ଈଶ୍ୱରଙ୍କ ଧନ୍ୟବାଦ କରି ସାହସ ପାଇଲେ’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ସର୍କିଟ ଅଧ୍ୟକ୍ଷମାନେ କିପରି ଆମକୁ ସାହାଯ୍ୟ କରନ୍ତି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୯
ଚିତ୍ରଗୁଡ଼ିକ: ଜଣେ ସର୍କିଟ ଅଧ୍ୟକ୍ଷ ଗୋଟିଏ ମଣ୍ଡଳୀର ପରିଦର୍ଶନ କରୁଛନ୍ତି । ୧. ସେ ପ୍ରଚାର ସେବା ସଭା ଚଲାଉଛନ୍ତି । ୨. ସେ ପ୍ରାଚୀନମାନଙ୍କ ସମୂହ ସହ କଥା ହେଉଛନ୍ତି । ୩. ସେ ଜଣେ ଯୁବା ଭାଇଙ୍କ ସହ ମିଶି ପ୍ରଚାର କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସେମାନେ ଆମ ପାଇଁ କଠିନ ପରିଶ୍ରମ କରନ୍ତି

ସର୍କିଟ ଅଧ୍ୟକ୍ଷ ଓ ତାଙ୍କ ସ୍ତ୍ରୀ ଭାଇଭଉଣୀମାନଙ୍କୁ ପ୍ରେମ କରନ୍ତି ଓ ସେମାନଙ୍କ ସେବା କରିବା ପାଇଁ ଅନେକ ତ୍ୟାଗ କରନ୍ତି । ଆମ ଭଳି ସେମାନଙ୍କର ମଧ୍ୟ ଅନେକ ଆବଶ୍ୟକତା ଥାଏ । ସେମାନେ ମଧ୍ୟ ବେଳେବେଳେ ଥକିଯାʼନ୍ତି, ନିରାଶ ହୋଇଯାʼନ୍ତି ଓ ଚିନ୍ତା କରିବାକୁ ଲାଗନ୍ତି । (ଯାକୁ ୫:୧୭) ତଥାପି ପ୍ରତି ସପ୍ତାହ ସେମାନେ ଯେଉଁମଣ୍ଡଳୀକୁ ଯାʼନ୍ତି, ସେଠାକାର ଭାଇଭଉଣୀମାନଙ୍କର ସାହସ ବଢ଼ାଇବା ପାଇଁ ଧ୍ୟାନ ଦିଅନ୍ତି । ସତରେ, ସର୍କିଟ ଅଧ୍ୟକ୍ଷମାନେ “ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ” ଅଟନ୍ତି ।—୧ ତୀମ ୫:୧୭.

ଥରେ ପ୍ରେରିତ ପାଉଲ ରୋମର ଭାଇଭଉଣୀମାନଙ୍କୁ “ଆତ୍ମିକ ଦାନ” [ଈଶ୍ୱରଙ୍କ ତରଫରୁ ଆଶିଷ] ଦେବା ପାଇଁ ରୋମ ଯିବାକୁ ଚାହୁଁଥିଲେ । ସେ ଏଥିପାଇଁ ମଧ୍ୟ ସେମାନଙ୍କୁ ଭେଟିବା ପାଇଁ ଚାହୁଁଥିଲେ ଯେ ସମସ୍ତେ ‘ଉଭୟ ପକ୍ଷର ଉତ୍ସାହ ବଢ଼ାଇପାରିବେ ।’ (ରୋମୀ ୧:୧୧, ୧୨) କʼଣ ଆପଣ ଭାବିଛନ୍ତି ଯେ ଆପଣ ନିଜ ସର୍କିଟ ଅଧ୍ୟକ୍ଷଙ୍କ ଓ ଯଦି ସେ ବିବାହିତ, ତାହେଲେ ତାଙ୍କ ସ୍ତ୍ରୀଙ୍କର ମଧ୍ୟ କିପରି ଉତ୍ସାହ ବଢ଼ାଇପାରିବେ ?

ଗାଁରେ ଜଣେ ସର୍କିଟ ଅଧ୍ୟକ୍ଷଙ୍କ ଜୀବନ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ସର୍କିଟ ଅଧ୍ୟକ୍ଷ ଓ ତାଙ୍କ ସ୍ତ୍ରୀ ମଣ୍ଡଳୀର ଭାଇଭଉଣୀମାନଙ୍କ ପାଇଁ କିପରି ନିଜ ପ୍ରେମ ଦେଖାନ୍ତି ଓ ତ୍ୟାଗ କରନ୍ତି ?

  • ସେମାନଙ୍କ ପରିଶ୍ରମରୁ ଆପଣଙ୍କୁ କʼଣ ଲାଭ ହୋଇଛି ?

  • ଆମେ ସେମାନଙ୍କ ଉତ୍ସାହ କିପରି ବଢ଼ାଇପାରିବା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ