ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୧୪
  • ଭଲ ସାଙ୍ଗ ବାଛନ୍ତୁ, ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭଲ ସାଙ୍ଗ ବାଛନ୍ତୁ, ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ସମସ୍ୟା ସମୟରେ ଭାଇଭଉଣୀମାନଙ୍କ ସାହସ ବଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ‘ତହୁଁ ମୁଁ ପ୍ରାର୍ଥନା କଲି’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ନିହିମୀୟା ସେବା କରାଇଲେ ନାହିଁ ବରଂ ସେବା କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୧୪
ନିହିମୀୟା ଟୋବୀୟଙ୍କ ଜିନିଷ ମନ୍ଦିରର ଗୋଟିଏ ଭୋଜନ କରିବାର କୋଠରୀରୁ ବାହାରକୁ ଫିଙ୍ଗୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଭଲ ସାଙ୍ଗ ବାଛନ୍ତୁ, ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ

ଅମ୍ମୋନୀୟ ଓ ମୋୟାବୀୟ ଲୋକମାନଙ୍କୁ ‘ସମାଜରେ ବା ମଣ୍ଡଳୀରେ ପ୍ରବେଶ କରିବା ପାଇଁ’ ମନା ଥିଲା, କାରଣ ଅତୀତରେ ସେମାନେ ଈଶ୍ୱରଙ୍କ ଲୋକମାନଙ୍କ ବିରୋଧ କରିଥିଲେ (ନିହି. ୧୩:୧, ୨; ଇନସାଇଟ୍‌-୧ ପୃ ୯୫ ¶୫)

ମହାଯାଜକ ଇଲୀୟାଶୀବ୍‌ ଜଣେ ଅମ୍ମୋନୀୟ ବ୍ୟକ୍ତିକୁ ମନ୍ଦିରରେ ଥିବା ଭୋଜନ କରିବାର ଗୋଟିଏ କୋଠରି ବ୍ୟବହାର କରିବା ପାଇଁ ଦେଲେ (ନିହି. ୧୩:୪, ୫; ପ୍ର୧୩-ହି ୮/୧୫ ପୃ ୪ ¶୫-୬)

ଇଲୀୟାଶୀବ୍‌ ଓ ଈଶ୍ୱରଙ୍କ ଶତ୍ରୁମାନଙ୍କ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା, ତାହାକୁ ନିହିମୀୟା ଶେଷ କରିଦେଲେ । ଏପରି ଭାବେ ନିହିମୀୟା ଯିହୋବାଙ୍କ ବିଶ୍ୱସ୍ତ ରହିଲେ (ନିହି ୧୩:୭-୯)

ଯଦି ଆମେ ଏପରି ଲୋକମାନଙ୍କ ସହ ସାଙ୍ଗ ହେବା ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ, ତେବେ କʼଣ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବା ?—ପ୍ର୯୬-ହି ୩/୧୫ ପୃ ୧୬ ¶୬.

ନିଜକୁ ପଚାରନ୍ତୁ: ‘ମୁଁ ଯେପରି ସାଙ୍ଗ ବାଛେ, ସେବିଷୟରେ ଯିହୋବା କିପରି ଅନୁଭବ କରନ୍ତି ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ