ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୧୫
  • ଯିହୋବାଙ୍କ ଭଳି ଅଟଳ ପ୍ରେମ ଦେଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ଭଳି ଅଟଳ ପ୍ରେମ ଦେଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି—ଆପଣଙ୍କ ବିଷୟରେ କʼଣ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଯିହୋବାଙ୍କ ପ୍ରେମ ଅଟଳ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ବହୁତ ପ୍ରେମ କରନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୧୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବାଙ୍କ ଭଳି ଅଟଳ ପ୍ରେମ ଦେଖାନ୍ତୁ

ଯିହୋବା ଅଟଳ ପ୍ରେମ ଦେଖାଇବାରେ ବଢ଼ିଆ ଉଦାହରଣ ଅଟନ୍ତି । (ଗୀତ ୧୦୩:୧୧) ଅଟଳ ପ୍ରେମ କାହାରି ସୁନ୍ଦରତା ଦେଖି ହୁଏ ନାହିଁ ଓ କିଛି ସମୟ ପାଇଁ ହୁଏ ନାହିଁ । ତାʼ ପରିବର୍ତ୍ତେ ଏହି ପ୍ରେମ ଗଭୀର ଥାଏ ଓ ଏହା ସବୁଦିନ ପାଇଁ ଥାଏ । ଯେଉଁ ଲୋକମାନଙ୍କ ମଧ୍ୟରେ ଏହି ପ୍ରେମ ଥାଏ, ସେମାନେ ପରସ୍ପରକୁ କେବେ ଛାଡ଼ନ୍ତି ନାହିଁ । ଯିହୋବା ଅନେକ ଉପାୟରେ ଦେଖାଇଲେ ଯେ ଇସ୍ରାଏଲୀୟମାନଙ୍କ ପ୍ରତି ତାଙ୍କର ପ୍ରେମ ଅଟଳ ଅଟେ । ଯେପରି , ସେ ସେମାନଙ୍କୁ ମିଶରର ଦାସତ୍ୱରୁ ବାହାର କଲେ ଓ ପ୍ରତିଜ୍ଞାତ ଦେଶରେ ନେଇଗଲେ । (ଗୀତ ୧୦୫:୪୨-୪୪) ସେ ନିଜ ଲୋକମାନଙ୍କ ତରଫରୁ ଲଢ଼ିଲେ ଓ ବାରମ୍ବାର ପାପ କରିବା ସତ୍ତ୍ୱେ ତାଙ୍କୁ କ୍ଷମା କରିବା ଜାରି ରଖିଲେ । (ଗୀତ ୧୦୭:୧୯, ୨୦) ଯେବେ ଆମେ ଯିହୋବାଙ୍କ ଅଟଳ ପ୍ରେମର କାମଗୁଡ଼ିକ ଉପରେ ଧ୍ୟାନ ଦେଇ ଭାବିବା, ତେବେ ଆମକୁ ତାଙ୍କ ଭଳି ହେବା ପାଇଁ ପ୍ରୋତ୍ସାହନ ମିଳିବ ।—ଗୀତ ୧୦୭:୪୩.

ଚିତ୍ରଗୁଡ଼ିକ: ଯିହୋବାଙ୍କ ଅଟଳ ପ୍ରେମର କାମଗୁଡ଼ିକ ଉପରେ ଧ୍ୟାନ ଦେଇ ଭାବନ୍ତୁ, ନାମକ ଭିଡିଓ ଉପରେ ଆଧାରିତ ଚିତ୍ରଗୁଡ଼ିକ । ୧. ଭାଇ ବେନ୍‌ ଓ ଆଉ ଜଣେ ଭାଇ ଜଣେ ଭଉଣୀଙ୍କୁ ତାଙ୍କ ଘରେ ଭେଟୁଛନ୍ତି । ୨. ଭାଇ ବେନ୍‌ ଏବେ ଅନ୍ୟ ଭାଇମାନଙ୍କ ସହ ଜେଲରେ ଅଛନ୍ତି ଓ ବିଛଣାରେ ପଡ଼ିଥିବା ଜଣେ ଅସୁସ୍ଥ ଭାଇଙ୍କୁ କିଛି ଖାଇବା ପାଇଁ ଦେଉଛନ୍ତି ।

ଯିହୋବାଙ୍କ ଅଟଳ ପ୍ରେମର କାମଗୁଡ଼ିକ ଉପରେ ଧ୍ୟାନ ଦେଇ ଭାବନ୍ତୁ, ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେ କେଉଁ କେଉଁ ଉପାୟରେ ଅଟଳ ପ୍ରେମ ଦେଖାଇପାରିବା ?

  • ଅଟଳ ପ୍ରେମ ଦେଖାଇବା ପାଇଁ ତ୍ୟାଗ କରିବା କାହିଁକି ଜରୁରୀ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ