ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଅକ୍ଟୋବର ପୃଷ୍ଠା ୫
  • ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି—ଆପଣଙ୍କ ବିଷୟରେ କʼଣ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି—ଆପଣଙ୍କ ବିଷୟରେ କʼଣ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଭଳି ଅଟଳ ପ୍ରେମ ଦେଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବଜାୟ ରଖିବା ବିଶ୍ୱାସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଅକ୍ଟୋବର ପୃଷ୍ଠା ୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ହୋଶେୟ ୧-୭

ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି—ଆପଣଙ୍କ ବିଷୟରେ କʼଣ?

ଯେତେବେଳେ କେହି ସମ୍ପର୍କ ବଜାୟ ରଖିବା ପାଇଁ ଦୃଢ଼ ଇଚ୍ଛା ଯୋଗୁଁ ଏବଂ ସଚ୍ଚୋଟତା, ଗଭୀର ଆସକ୍ତି ଓ ବିଶ୍ୱସ୍ତତା ଯୋଗୁଁ ପ୍ରେମ କରେ, ସେହି ପ୍ରେମକୁ ବିଶ୍ୱସ୍ତ ପ୍ରେମ କୁହାଯାଏ। ହୋଶେୟ ଓ ତାଙ୍କ ଅବିଶ୍ୱସ୍ତ ପତ୍ନୀ ଗୋମରର ଉଦାହରଣରୁ ଯିହୋବା ଶିଖାଇଲେ ଯେ ବିଶ୍ୱସ୍ତ ପ୍ରେମ ଓ ପ୍ରକୃତ କ୍ଷମା କʼଣ?—ହୋଶେ ୧:୨; ୨:୭; ୩:୧-୫.

ଗୋମର

ଗୋମର କିପରି ଦେଖାଇଲା ଯେ ତାʼଠାରେ ବିଶ୍ୱସ୍ତ ପ୍ରେମ ନ ଥିଲା?

ଇଏଲୀୟମାନେ ଅନ୍ୟ ଦେବତାମାନଙ୍କର ଉପାସନା କରୁଛନ୍ତି

ଇସ୍ରାଏଲୀୟମାନେ କିପରି ଦେଖାଇଲେ ଯେ ସେମାନଙ୍କଠାରେ ବିଶ୍ୱସ୍ତ ପ୍ରେମ ନ ଥିଲା?

ହୋଶେୟ ଗୋମରକୁ ପୁଣିଥରେ ନିଜ ପତୀ ରୂପେ ହଣ କରୁଛନ୍ତି

ହୋଶେୟ କିପରି ଦେଖାଇଲେ ଯେ ତାଙ୍କଠାରେ ବିଶ୍ୱସ୍ତ ପ୍ରେମ ଥିଲା?

ଯିହୋବା କିପରି ଦେଖାଇଲେ ଯେ ତାହାଙ୍କ ପ୍ରେମ ବିଶ୍ୱସ୍ତ ଅଟେ?

ଚିନ୍ତନ ପାଇଁ: ମୁଁ କିପରି ଯିହୋବାଙ୍କ ପ୍ରତି ବିଶ୍ୱସ୍ତ ପ୍ରେମ ଦେଖାଇପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ