ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ନଭେମ୍ବର ପୃଷ୍ଠା ୧୧
  • ଆମେ ଯାହା ଭାବୁ, ସେଥିରେ ଆମକୁ ନିର୍ଦ୍ଦୋଷ ରହିବାର ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମେ ଯାହା ଭାବୁ, ସେଥିରେ ଆମକୁ ନିର୍ଦ୍ଦୋଷ ରହିବାର ଅଛି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଆପଣଙ୍କ ପ୍ରଗତିର ରେକର୍ଡ ରଖନ୍ତୁ
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ନଭେମ୍ବର ପୃଷ୍ଠା ୧୧
ଜଣେ ଭଉଣୀ ଝରକା ବାହାରେ ଦେଖୁଛନ୍ତି । ସେ ବହୁତ ସନ୍ତୁଷ୍ଟ ଅନୁଭବ କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଆମେ ଯାହା ଭାବୁ, ସେଥିରେ ଆମକୁ ନିର୍ଦ୍ଦୋଷ ରହିବାର ଅଛି

ଆମେ ଯାହା କଥା ହେଉ ଓ ଯାହା କାମ କରୁ, କେବଳ ସେହି ମାମଲାଗୁଡ଼ିକରେ ନିର୍ଦ୍ଦୋଷ ରହିବା ଯଥେଷ୍ଟ ନୁହେଁ । ଆମେ କʼଣ ଭାବୁ, ସେଥିରେ ମଧ୍ୟ ଆମକୁ ନିର୍ଦ୍ଦୋଷ ରହିବାର ଅଛି । (ଗୀତ ୧୯:୧୪) ତେଣୁ ବାଇବଲ ଆମକୁ ପ୍ରୋତ୍ସାହନ ଦିଏ ଯେ ଆମେ ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍‌ଗୁଣ ଓ ପ୍ରଶଂସାର ବିଷୟ ଅଟେ, ସେଗୁଡ଼ିକ ଉପରେ ଆମେ ଭାବୁ । (ଫିଲିପ୍‌ ୪:୮) ଏହା ସତ ଯେ ସବୁବେଳେ ଖରାପ ଚିନ୍ତାଧାରାଗୁଡ଼ିକୁ ନିଜ ମନରେ ଆସିବାରୁ ରୋକିବା ସମ୍ଭବ ନୁହେଁ । ଯଦି ଆମେ ସଂଯମ ରଖିବା, ତେବେ ଆମେ ନିଜ ମନରୁ ଖରାପ ଚିନ୍ତାଧାରାକୁ ବାହାର କରିପାରିବା ଓ ତାʼ ପରିବର୍ତ୍ତେ ଭଲ କଥାଗୁଡ଼ିକ ବିଷୟରେ ଭାବିପାରିବା । ଆଉ ଯଦି ଆମେ ଭଲ କଥାଗୁଡ଼ିକ ବିଷୟରେ ଭାବିବା, ତେବେ ଆମେ ଭଲ କାମ ମଧ୍ୟ କରିବା ଓ ଏପରି ଭାବେ ଆମେ ନିର୍ଦ୍ଦୋଷ ହୋଇରହିବା ।—ମାର୍କ ୭:୨୧-୨୩.

ଆଗକୁ ଦିଆଯାଇଥିବା ପଦଗୁଡ଼ିକ ତଳେ ଲେଖନ୍ତୁ ଯେ ଆମେ କେଉଁ ଭୁଲ ଚିନ୍ତାଧାରାରୁ ଦୂରେଇ ରହିବା ଉଚିତ୍‌:

ରୋମୀ ୧୨:୩

ଲୂକ ୧୨:୧୫

ମାଥି ୫:୨୮

ଫିଲିପ୍‌ ୩:୧୩

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ