ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଆୟୁବ ନିଜ ଚାଲିଚଳନ କିପରି ଶୁଦ୍ଧ ରଖିଲେ
ଆୟୁବ ନିଜ ଚକ୍ଷୁ ସହ ନିୟମ କଲେ (ଆୟୁ ୩୧:୧; ପ୍ର୧୦-ହି ୪/୧୫ ପୃ ୨୧ ¶୮)
ଆୟୁବ ସବୁବେଳେ ଧ୍ୟାନ ରଖିଲେ ଯେ ଖରାପ କାମଗୁଡ଼ିକର କʼଣ ପରିଣାମ ହୋଇପାରେ (ଆୟୁ ୩୧:୨, ୩; ପ୍ର୦୮-ହି ୧୦/୧ ପୃ ୩୧ ¶୪)
ଆୟୁବ ମନେରଖିଲେ ଯେ ଯିହୋବା ତାଙ୍କ ଚାଲିଚଳନକୁ ଦେଖନ୍ତି (ଆୟୁ ୩୧:୪; ପ୍ର୧୦-ହି ୧୧/୧୫ ପୃ ୫-୬ ¶୧୫-୧୬)
ଶୁଦ୍ଧ ଚାଲିଚଳନ ରଖିବାର ଅର୍ଥ କେବଳ ଏହା ନୁହେଁ ଯେ ଆମେ ବାହାରୁ ସଫା ରହିବା, ବରଂ ଆମକୁ ଭିତରୁ ମଧ୍ୟ ଶୁଦ୍ଧ ରହିବା ଉଚିତ୍ । ଆମେ ନିଜ ହୃଦୟରେ କୌଣସି ଭୁଲ କିମ୍ବା ଖରାପ କଥାଗୁଡ଼ିକୁ ଆସିବା ପାଇଁ ଦେବା ଉଚିତ୍ ନୁହେଁ ।—ମାଥି ୫:୨୮.