ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଅଶ୍ଳୀଳ ଚିତ୍ର ଓ ଭିଡିଓଗୁଡ଼ିକ ଦେଖିବା କାହିଁକି ଭୁଲ ଅଟେ
ବର୍ତ୍ତମାନ ଅଶ୍ଳୀଳ ଚିତ୍ର ଓ ଭିଡିଓଗୁଡ଼ିକ ବହୁତ ସହଜରେ ମିଳିଯାଏ, କେବଳ ଗୋଟିଏ ବଟନ୍ ଦବାଇବାର ଡେରି ଅଛି । ଅନେକ ଲୋକ, ଏପରିକି ଈଶ୍ୱରଙ୍କୁ ମାନୁଥିବା କିଛି ଲୋକମାନଙ୍କୁ ମଧ୍ୟ ଲାଗେ ଯେ ଅଶ୍ଳୀଳ ଚିତ୍ରଗୁଡ଼ିକୁ ଦେଖିଲେ କିଛି କ୍ଷତି ହୁଏନି ।
କʼଣ ଅଶ୍ଳୀଳ ଚିତ୍ର ଓ ଭିଡିଓଗୁଡ଼ିକ ଦେଖିବା ଈଶ୍ୱରଙ୍କ ଦୃଷ୍ଟିରେ ପାପ ଅଟେ ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଯେବେ ଲୋକମାନେ ଅଶ୍ଳୀଳ ଚିତ୍ର ଓ ଭିଡିଓଗୁଡ଼ିକ ଦେଖନ୍ତି, ତେବେ ଈଶ୍ୱରଙ୍କୁ କିପରି ଲାଗେ ? ଏବିଷୟରେ ଆଗକୁ ଦିଆଯାଇଥିବା ପଦଗୁଡ଼ିକରୁ କʼଣ ଜଣାପଡ଼େ ?
୧କରି ୬:୯, ୧୦
ମାଥି ୫:୨୮
କଲ ୩:୫
ଯାକୁ ୧:୧୪, ୧୫