ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଜାନୁୟାରୀ ପୃଷ୍ଠା ୩୨
  • ବ୍ୟକ୍ତିଗତ ଅଧ୍ୟୟନ କିମ୍ବା ପାରିବାରିକ ଉପାସନାରେ କʼଣ କରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବ୍ୟକ୍ତିଗତ ଅଧ୍ୟୟନ କିମ୍ବା ପାରିବାରିକ ଉପାସନାରେ କʼଣ କରିବା ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାୟ ସମାନ ଲେଖା
  • ଈଶ୍ୱର କେଉଁଭଳି ଉପାସନାକୁ ପସନ୍ଦ କରନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ବିଦ୍ୟାର୍ଥୀମାନଙ୍କୁ ଅଧ୍ୟୟନର ପ୍ରସ୍ତୁତି କରିବା ପାଇଁ ଶିଖାଇବାରେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପାରିବାରିକ ଉପାସନା କʼଣ ଅଟେ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • ବାପାମାଆ ଓ ପିଲାମାନେ କିପରି ଖୁସିରେ ରହିପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଜାନୁୟାରୀ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ବ୍ୟକ୍ତିଗତ ଅଧ୍ୟୟନ କିମ୍ବା ପାରିବାରିକ ଉପାସନାରେ କʼଣ କରିବା ?

ଆମେ ସଭା, ସମ୍ମିଳନୀ ଓ ଅଧିବେଶନଗୁଡ଼ିକରେ ଏକାଠି ହୋଇ ଯିହୋବାଙ୍କ ଉପାସନା କରୁ, କିନ୍ତୁ ବ୍ୟକ୍ତିଗତ ଭାବେ ଓ ପରିବାର ଭାବେ ବି ତାଙ୍କ ଉପାସନା କରିଥାଉ । ଆଗକୁ କିଛି ପରାମର୍ଶ ଦିଆଯାଇଛି ଯାହା ବ୍ୟକ୍ତିଗତ ଅଧ୍ୟୟନ ଓ ପାରିବାରିକ ଉପାସନା ପାଇଁ ଲାଭଦାୟକ ହୋଇପାରେ:

  • ସଭାର ପ୍ରସ୍ତୁତି କରନ୍ତୁ । ଆପଣ ଭଲଭାବେ ଗୀତ ଗାଇବା ପାଇଁ ଅଭ୍ୟାସ କରିପାରିବେ ଓ ସମସ୍ତେ ପରସ୍ପରକୁ ଗୋଟିଏ ଉତ୍ତର ପ୍ରସ୍ତୁତି କରିବା ପାଇଁ ସାହାଯ୍ୟ କରିପାରିବେ ।

  • ବାଇବଲର କିଛି ଘଟଣା ପଢ଼ନ୍ତୁ । ତାʼପରେ ଆପଣ ସେହି ଘଟଣାର ଗୋଟିଏ ଚିତ୍ର କରିପାରିବେ କିମ୍ବା ଆପଣ ଯାହା ଶିଖିଛନ୍ତି, ତାହାକୁ ଲେଖି ପାରିବେ ।

  • ବାଇବଲରେ ଦିଆଯାଇଥିବା କୌଣସି ପ୍ରାର୍ଥନା ପଢ଼ନ୍ତୁ ଓ ତାʼ ଉପରେ ଚିନ୍ତନ କରନ୍ତୁ । ଭାବନ୍ତୁ ଯେ ଆପଣ କିପରି ଆହୁରି ଭଲଭାବେ ପ୍ରାର୍ଥନା କରିପାରିବେ ।

  • ଆମ ସଙ୍ଗଠନର କୌଣସି ଭିଡିଓ ଦେଖନ୍ତୁ ଓ ତାʼ ଉପରେ ଚର୍ଚ୍ଚା କରନ୍ତୁ କିମ୍ବା ଲେଖନ୍ତୁ ଯେ ଆପଣ ସେଥିରୁ କʼଣ ଶିଖିଲେ ।

  • ପ୍ରଚାର ପାଇଁ ପ୍ରସ୍ତୁତି କରନ୍ତୁ । ଆପଣ ଚାହିଁଲେ ଅଭ୍ୟାସ କରିପାରିବେ ଯେ ଆପଣ ଲୋକମାନଙ୍କ ସହ କିପରି କଥା ହେବେ ।

  • ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦିଅନ୍ତୁ ଓ ତାʼ ଉପରେ ଚିନ୍ତନ କରନ୍ତୁ କିମ୍ବା ଚର୍ଚ୍ଚା କରନ୍ତୁ ଯେ ସେଥିରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ।a

a ମାର୍ଚ୍ଚ ୨୦୨୩ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “ସୃଷ୍ଟିକୁ ଦେଖି, ଯିହୋବାଙ୍କୁ ଜାଣନ୍ତୁ !” ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ