ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mrt ଲେଖା ୧୦୮
  • ଯୀଶୁ ଦାରିଦ୍ରତା ଶେଷ କରିଦେବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ଦାରିଦ୍ରତା ଶେଷ କରିଦେବେ
  • ଆଉ କିଛି ବିଷୟ
  • ପ୍ରାୟ ସମାନ ଲେଖା
  • ଯୀଶୁ ଯୁଦ୍ଧଗୁଡ଼ିକୁ ଶେଷ କରିଦେବେ
    ଆଉ କିଛି ବିଷୟ
  • ଯୀଶୁ ଅପରାଧଗୁଡ଼ିକୁ ଶେଷ କରିଦେବେ
    ଆଉ କିଛି ବିଷୟ
  • ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
ଆଉ କିଛି ବିଷୟ
mrt ଲେଖା ୧୦୮
ଗୋଟିଏ ଭିକାରି ହାତ ବଢ଼ାଇ ଭିକ ମାଗୁଛି ।

panitan/stock.adobe.com

ଯୀଶୁ ଦାରିଦ୍ରତା ଶେଷ କରିଦେବେ

ଯୀଶୁ ପୃଥିବୀରେ ଥିବା ସମୟରେ ଲୋକମାନଙ୍କୁ ବହୁତ ପ୍ରେମ କରୁଥିଲେ । ସେ ବିଶେଷ କରି ସେହି ଲୋକମାନଙ୍କୁ ପ୍ରେମ କରୁଥିଲେ, ଯେଉଁମାନେ ଗରିବ ଥିଲେ ଓ ସମସ୍ୟାର ସାମନା କରୁଥିଲେ । (ମାଥିଉ ୯:୩୬) ଏପରିକି ସେ ସେମାନଙ୍କ ପାଇଁ ନିଜ ଜୀବନ ମଧ୍ୟ ବଳିଦାନ କରିଦେଲେ । (ମାଥିଉ ୨୦:୨୮; ଯୋହନ ୧୫:୧୩) ଖୁବ୍‌ ଶୀଘ୍ର ସେ ପୁଣିଥରେ ନିଜ ପ୍ରେମର ପ୍ରମାଣ ଦେବେ । ଆଜି ସେ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି । ତେଣୁ ସେ ଖୁବ୍‌ ଶୀଘ୍ର ନିଜ ଅଧିକାର ଓ ଶକ୍ତିକୁ ବ୍ୟବହାର କରି ପୃଥିବୀରୁ ଦାରିଦ୍ରତା ଶେଷ କରିଦେବେ ।

ଯୀଶୁ କʼଣ କʼଣ କରିବେ, ସେବିଷୟରେ ବାଇବଲରେ ଲେଖାଅଛି:

  • “ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର କରିବେ, ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ ।”—ଗୀତସଂହିତା ୭୨:୪.

ଯୀଶୁ ଆମ ପାଇଁ ଏବେ ଯାଏ ଯାହା କରିଛନ୍ତି ଓ ଆଗକୁ ଯାହା କରିବେ, ତାʼପାଇଁ ଆମେ କିପରି ନିଜ କୃତଜ୍ଞତା ଦେଖାଇପାରିବା ? ଏପରି କରିବାର ଗୋଟିଏ ଉପାୟ ହେଉଛି, “ଈଶ୍ୱରଙ୍କ ରାଜ୍ୟର ସୁସମାଚାର” ବିଷୟରେ ଅଧିକ ଜାଣିବା । ଏହି ସୁସମାଚାର ଯୀଶୁ ଶୁଣାଇଥିଲେ । (ଲୂକ ୪:୪୩) “ଈଶ୍ୱରଙ୍କ ରାଜ୍ୟ କʼଣ ?” ଲେଖା ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ