ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mrt ଲେଖା ୧୦୯
  • ଯୀଶୁ ଅପରାଧଗୁଡ଼ିକୁ ଶେଷ କରିଦେବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ଅପରାଧଗୁଡ଼ିକୁ ଶେଷ କରିଦେବେ
  • ଆଉ କିଛି ବିଷୟ
  • ପ୍ରାୟ ସମାନ ଲେଖା
  • ଯୀଶୁ ଦାରିଦ୍ରତା ଶେଷ କରିଦେବେ
    ଆଉ କିଛି ବିଷୟ
  • ଯୀଶୁ ଯୁଦ୍ଧଗୁଡ଼ିକୁ ଶେଷ କରିଦେବେ
    ଆଉ କିଛି ବିଷୟ
ଆଉ କିଛି ବିଷୟ
mrt ଲେଖା ୧୦୯
ଜଣେ ଅପରାଧୀ ଏକୁଟିଆ ଯାଉଥିବା ଜଣେ ସ୍ତ୍ରୀର ପିଛା କରୁଛି । ତାହା ଦେଖି ସେହି ସ୍ତ୍ରୀ ସାହାଯ୍ୟ ପାଇଁ ପୋଲିସକୁ ଫୋନ୍‌ କରୁଛି ।

alfa27/stock.adobe.com

ଯୀଶୁ ଅପରାଧଗୁଡ଼ିକୁ ଶେଷ କରିଦେବେ

ଯୀଶୁ ଭଲଭାବେ ଜାଣନ୍ତି ଯେ ଯେବେ କୌଣସି ବ୍ୟକ୍ତି ଅପରାଧର ଶିକାର ହୁଏ କିମ୍ବା କାହାରି ସହ ଅନ୍ୟାୟ ହୁଏ, ତେବେ ତାକୁ କିପରି ଲାଗେ । ଯେବେ ସେ ଏହି ପୃଥିବୀରେ ଥିଲେ, ତେବେ ସେ ବି ଅପରାଧର ଶିକାର ହେଲେ । ତାଙ୍କ ଉପରେ ମିଛ ଆରୋପ ଲଗାଗଲା, ବିନା କାରଣରେ ମାରପିଟ୍‌ କରାଗଲା, ବେଆଇନ ଭାବେ ମକଦ୍ଦମା ଚଳାଗଲା, ଅପରାଧୀ ସାବ୍ୟସ୍ତ କରାଗଲା ଓ କଷ୍ଟଦାୟକ ମୃତ୍ୟୁ ଦିଆଗଲା । ସେ ନିର୍ଦ୍ଦୋଷ ଥିଲେ, ତଥାପି ସେ ସବୁକିଛି ଖୁସିର ସହ ସହିଗଲେ ଏବଂ “ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପ ପ୍ରାଣ” ବଳିଦାନ କରିଦେଲେ । (ମାଥିଉ ୨୦:୨୮; ଯୋହନ ୧୫:୧୩) ଆଜି ସେ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି । ସେ ଖୁବ୍‌ ଶୀଘ୍ର ନ୍ୟାୟ କରିବେ ଏବଂ ସାରା ପୃଥିବୀରୁ ଅପରାଧଗୁଡ଼ିକୁ ଶେଷ କରିଦେବେ ।—ଯିଶାଇୟ ୪୨:୩.

ଯେବେ ଯୀଶୁ ପୃଥିବୀରୁ ଅପରାଧଗୁଡ଼ିକୁ ଶେଷ କରିଦେବେ, ତେବେ ପରିସ୍ଥିତି କିପରି ହେବ ? ସେବିଷୟରେ ବାଇବଲରେ ଲେଖାଅଛି:

  • “ଦୁଷ୍ଟଲୋକ ନ ଥିବ; ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ । ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତି ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ ।”—ଗୀତସଂହିତା ୩୭:୧୦, ୧୧.

ଯୀଶୁ ଆମ ପାଇଁ ଏବେ ଯାଏ ଯାହା କରିଛନ୍ତି ଓ ଆଗକୁ ଯାହା କରିବେ, ତାʼପାଇଁ ଆମେ କିପରି ନିଜ କୃତଜ୍ଞତା ଦେଖାଇପାରିବା ? ଏପରି କରିବାର ଗୋଟିଏ ଉପାୟ ହେଉଛି, “ଈଶ୍ୱରଙ୍କ ରାଜ୍ୟର ସୁସମାଚାର” ବିଷୟରେ ଅଧିକ ଜାଣିବା । ଏହି ସୁସମାଚାର ଯୀଶୁ ଶୁଣାଇଥିଲେ । (ଲୂକ ୪:୪୩) “ଈଶ୍ୱରଙ୍କ ରାଜ୍ୟ କʼଣ ?” ଲେଖା ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ