ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mrt ଲେଖା ୧୦୭
  • ଯୀଶୁ ଯୁଦ୍ଧଗୁଡ଼ିକୁ ଶେଷ କରିଦେବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ଯୁଦ୍ଧଗୁଡ଼ିକୁ ଶେଷ କରିଦେବେ
  • ଆଉ କିଛି ବିଷୟ
  • ପ୍ରାୟ ସମାନ ଲେଖା
  • ଯୀଶୁ ଦାରିଦ୍ରତା ଶେଷ କରିଦେବେ
    ଆଉ କିଛି ବିଷୟ
  • ଯୀଶୁ ଅପରାଧଗୁଡ଼ିକୁ ଶେଷ କରିଦେବେ
    ଆଉ କିଛି ବିଷୟ
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କିପରି ଶେଷ ହେବ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
ଆଉ କିଛି ବିଷୟ
mrt ଲେଖା ୧୦୭
ଦୁଇ ଜଣ ପିଲା ଏକାସହ ବସି ଦେଖୁଛନ୍ତି ଯେ ଯୁଦ୍ଧ ଯୋଗୁଁ କିପରି ସବୁକିଛି ଧ୍ୱଂସ ହୋଇଯାଇଛି ।

AspctStyle/stock.adobe.com

ଯୀଶୁ ଯୁଦ୍ଧଗୁଡ଼ିକୁ ଶେଷ କରିଦେବେ

ଯେବେ ଯୀଶୁ ପୃଥିବୀରେ ଥିଲେ ତେବେ ସେ ଲୋକମାନଙ୍କୁ ବହୁତ ପ୍ରେମ କରୁଥିଲେ, ଏପରିକି ସେ ତାଙ୍କ ପାଇଁ ନିଜ ଜୀବନ ମଧ୍ୟ ବଳିଦାନ କରିଦେଲେ । (ମାଥିଉ ୨୦:୨୮; ଯୋହନ ୧୫:୧୩) ଆଗକୁ ସେ ପୁଣିଥରେ ନିଜ ପ୍ରେମର ପ୍ରମାଣ ଦେବେ । ଆଜି ସେ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି । ତେଣୁ ସେ ବହୁତ ଶୀଘ୍ର ‘ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରିବେ ।’—ଗୀତସଂହିତା ୪୬:୯.

ଧ୍ୟାନ ଦିଅନ୍ତୁ ଯେ ଯୀଶୁ ଆଉ କʼଣ କରିବେ, ଏବିଷୟରେ ବାଇବଲରେ କʼଣ ଲେଖାଅଛି:

  • “ସେ ଆର୍ତ୍ତନାଦକାରୀ ଦୀନହୀନକୁ ଓ ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ । ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ । ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ; ପୁଣି, ତାହାଙ୍କ ଦୃଷ୍ଟିରେ ସେମାନଙ୍କ ରକ୍ତ ବହୁମୂଲ୍ୟ ହେବ ।”—ଗୀତସଂହିତା ୭୨:୧୨-୧୪.

ଯୀଶୁ ଆମ ପାଇଁ ଏପର୍ଯ୍ୟନ୍ତ ଯାହା କରିଛନ୍ତି ଆଉ ଆଗକୁ ଯାହା କରିବେ, ତାʼପାଇଁ ଆମେ ନିଜ କୃତଜ୍ଞତା କିପରି ଦେଖାଇପାରିବା ? ଏପରି କରିବାର ଗୋଟିଏ ଉପାୟ ହେଉଛି, “ଈଶ୍ୱରଙ୍କ ରାଜ୍ୟର ସୁସମାଚାର” ବିଷୟରେ ଅଧିକ ଜାଣିବା । ଏହି ସୁସମାଚାର ଯୀଶୁ ଶୁଣାଇଥିଲେ । (ଲୂକ ୪:୪୩) “ଈଶ୍ୱରଙ୍କ ରାଜ୍ୟ କʼଣ ?” ଲେଖା ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ