ଗୀତ ୮୮
ମୋତେ ତୁମ ପଥ ଶିଖାଅ
(ଗୀତସଂହିତା ୨୫:୪)
୧. ଡାକିଲୁ, ଯିହୋବା ତୁ ଯେ ପ୍ରେମରେ
ବୁଝାଇ ଦେଲୁ ତୁ ସ୍ନେହରେ ।
ଏକ ଜଳନ୍ତା ଦୀପ ତୋ ବଚନ,
କରେ ଯେ ଉଜ୍ୱଳ ଜୀବନ ।
(କୋରସ)
ଯିହୋବା ତୋ ଅଦ୍ଭୁତ ବିଚାର,
ଦିଏ ଯେ ଭରସା, ଜ୍ଞାନ ତୋର ।
ସିଦ୍ଧାନ୍ତର ସବୁ ଶ୍ରେଷ୍ଠ କଥା,
କରେ ଯେ ପଥକୁ ଆଲୋକିତ ।
୨. ଯିହୋବାର ଶିକ୍ଷା ସର୍ବ-ଉତ୍ତମ,
ବାକ୍ୟରେ ମନ ଲଗା ଆମ ।
ଭଲ ରାସ୍ତାରେ ଯିବାକୁ ସତ୍ୟର,
ମୋର ଏ କାରଣ ଖୁସିର ।
(କୋରସ)
ଯିହୋବା ତୋ ଅଦ୍ଭୁତ ବିଚାର,
ଦିଏ ଯେ ଭରସା, ଜ୍ଞାନ ତୋର ।
ସିଦ୍ଧାନ୍ତର ସବୁ ଶ୍ରେଷ୍ଠ କଥା,
କରେ ଯେ ପଥକୁ ଆଲୋକିତ ।
(ଯାତ୍ରା. ୩୩:୧୩; ଗୀତ. ୧:୨; ୧୧୯:୨୭, ୩୫, ୭୩, ୧୦୫ ମଧ୍ୟ ଦେଖନ୍ତୁ ।)