ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୪ ପୃଷ୍ଠା ୭
  • ପଦର ଉପଯୁକ୍ତ ପରିଚୟ ଦେବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପଦର ଉପଯୁକ୍ତ ପରିଚୟ ଦେବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ପଦକୁ ସ୍ପଷ୍ଟ ଭାବେ ବୁଝାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଫଳପ୍ରଦ ଆରମ୍ଭ କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୪ ପୃଷ୍ଠା ୭

ଅଧ୍ୟୟନ ୪

ପଦର ଉପଯୁକ୍ତ ପରିଚୟ ଦେବା

ବାଇବଲ ପଦ

ମାଥିଉ ୨୨:୪୧-୪୫

ସାରାଂଶ: କୌଣସି ପଦ ପଢ଼ିବା ପୂର୍ବରୁ ଆପଣଙ୍କ ଶ୍ରୋତାମାନଙ୍କର ମନକୁ ପ୍ରସ୍ତୁତ କରନ୍ତୁ ।

ଏହା କିପରି କରିପାରିବେ:

  • ନିଶ୍ଚିତ ହୁଅନ୍ତୁ ଯେ ଆପଣ କାହିଁକି ପଦଟିକୁ ପଢ଼ୁଛନ୍ତି । ପ୍ରତ୍ୟେକ ପଦର ଏପରି ଭାବେ ପରିଚୟ ଦିଅନ୍ତୁ ଅର୍ଥାତ୍‌ ପ୍ରତ୍ୟେକ ପଦକୁ ପଢ଼ିବା ପୂର୍ବରୁ ଏପରି କିଛି କୁହନ୍ତୁ, ଯାହାଫଳରେ ଆପଣ ପଦରୁ ଯାହା ବୁଝାଇବାକୁ ଚାହୁଁଛନ୍ତି, ତାʼ ପ୍ରତି ଆପଣଙ୍କ ଶ୍ରୋତାମାନଙ୍କର ଧ୍ୟାନ ଆକର୍ଷଣ କରିପାରିବେ ।

    ବ୍ୟବହାରିକ ପରାମର୍ଶ

    ସନ୍ଦର୍ଭକୁ ଧ୍ୟାନରେ ରଖନ୍ତୁ । ପଦରେ ଯଦି କାହାରି ଉକ୍ତି ଅଛି, ତେବେ ଏହା କିଏ କହୁଛନ୍ତି ଏବଂ ବାଇବଲର ସେହି ବହିର ଲେଖକ କିଏ, ସେଗୁଡ଼ିକୁ ସଠିକ୍‌ ଭାବେ କୁହନ୍ତୁ ।

  • ଦେଖାନ୍ତୁ ଯେ ବାଇବଲ ଭରସାଯୋଗ୍ୟ ଅଟେ । ଯେତେବେଳେ ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକମାନଙ୍କ ସହ କଥା ହୁଅନ୍ତି, ସେତେବେଳେ ବାଇବଲକୁ ଈଶ୍ୱରଙ୍କ ବାକ୍ୟ ଭାବେ ସେମାନଙ୍କ ଧ୍ୟାନ ଆକର୍ଷଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଦେଖାଇପାରିବେ ଯେ ବାଇବଲ ହିଁ ବୁଦ୍ଧିର ସବୁଠାରୁ ଉତ୍ତମ ସ୍ରୋତ ଅଟେ ।

  • ପଦ ପ୍ରତି ଶ୍ରୋତାମାନଙ୍କର ଆଗ୍ରହ ବଢ଼ାନ୍ତୁ । ଏପରି ଏକ ପ୍ରଶ୍ନ ପଚାରନ୍ତୁ ଯାହାର ଉତ୍ତର ପଦରେ ମିଳିବ । ଏପରି କୌଣସି ସମସ୍ୟା ବିଷୟରେ କୁହନ୍ତୁ ଯାହାର ସମାଧାନ କରିବାରେ ପଦ ସାହାଯ୍ୟ କରିବ । କିମ୍ବା ଏପରି ଏକ ସିଦ୍ଧାନ୍ତ କୁହନ୍ତୁ, ଯାହାକୁ ବାଇବଲର ଘଟଣାରୁ ଆହୁରି ଭଲ ଭାବେ ବୁଝିବାରେ ସାହାଯ୍ୟ ମିଳିବ ।

    ବ୍ୟବହାରିକ ପରାମର୍ଶ

    ଧ୍ୟାନରେ ରଖନ୍ତୁ ଯେ ଆପଣଙ୍କ ଶ୍ରୋତାମାନେ ଆଲୋଚନାର ବିଷୟ ଓ ପଦ ସମ୍ପର୍କରେ ଆଗରୁ କେତେ ଜାଣିଛନ୍ତି । ଏପରିକି ଏକ ଜଣାଶୁଣା ପଦକୁ ଏଭଳି ଭାବେ କୁହନ୍ତୁ, ଯାହାଫଳରେ ଶ୍ରୋତାମାନଙ୍କ ମନରେ ଆଗ୍ରହ ବଢ଼ିବ । ଏହାଦ୍ୱାରା ଆପଣ ପଦଟିକୁ ଏକ ନୂଆ ଦୃଷ୍ଟିକୋଣରୁ ଦେଖିବାରେ ସେମାନଙ୍କୁ ସାହାଯ୍ୟ କରିପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ