ଅଷ୍ଟ୍ରେଲିଆରେ ରାଜ୍ୟଘର ନିର୍ମାଣ କରାଯାଉଛି
ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ଆମ ଆତ୍ମୀୟମାନଙ୍କୁ ହରାଇବାର ଦୁଃଖକୁ ସହିବା ପାଇଁ କେଉଁଥିରୁ ଆମକୁ ସାହାଯ୍ୟ ମିଳିପାରିବ?
ପଦ: ୨କରି ୧:୩, ୪
ଆର ଥରକୁ: ମୃତ୍ୟୁ ପରେ ଜଣେ ମଣିଷର କʼଣ ହୁଏ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ମୃତ୍ୟୁ ପରେ ଜଣେ ମଣିଷର କʼଣ ହୁଏ?
ପଦ: ଉପ ୯:୫, ୧୦
ଆର ଥରକୁ: ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ପୁଣିଥରେ ଆମେ ଦେଖିପାରିବା କି?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ପୁଣିଥରେ ଆମେ ଦେଖିପାରିବା କି?
ପଦ: ପ୍ରେରି ୨୪:୧୫
ଆର ଥରକୁ: ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ କେଉଁଠି ଜୀବିତ କରାଯିବ?