ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୭
  • “ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ”—୨ରାଜା ୯:୮

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ”—୨ରାଜା ୯:୮
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଜଣେ ଦୁଷ୍ଟ ରାଣୀକୁ ଦଣ୍ଡ ମିଳିଲା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ବଡ଼ ହେବାର ଇଚ୍ଛା ଯୋଗୁଁ ଜଣେ ଦୁଷ୍ଟ ମହିଳାକୁ ଦଣ୍ଡ ମିଳିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ତାଙ୍କଠାରେ ସାହସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଥିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୭

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ”—୨ରାଜା ୯:୮

“ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ ।” ଆହାବର ବଂଶ ବିଷୟରେ ସମୟ ରେଖା ।

ଯିହୁଦା ରାଜ୍ୟ

ଯିହୋଶାଫଟ୍‌ ରାଜା ଅଟନ୍ତି

ପ୍ରା. ଖ୍ରୀ.ପୂ. ୯୧୧: ଯୋରାମ୍‌ (ଯିହୋଶାଫଟ୍‌ଙ୍କ ପୁଅ; ଅଥଲୀୟାଙ୍କ ସ୍ୱାମୀ ଯିଏ ଆହାବ ଓ ଈଷେବଲ୍‌ର ଝିଅ)

ପ୍ରା. ଖ୍ରୀ.ପୂ. ୯୦୬: ଅହସୀୟ (ଆହାବ ଓ ଈଷେବଲ୍‌ର ନାତି) ରାଜା ହୁଏ

ପ୍ରା. ଖ୍ରୀ.ପୂ. ୯୦୫: ଅଥଲୀୟା ରାଜପୁତ୍ରମାନଙ୍କୁ ମାରିଦିଏ ଓ ନିଜେ ରାଣୀ ହୋଇଯାଏ । ତାʼର କେବଳ ଜଣେ ନାତି ଯୋୟାଶ୍‌କୁ ବଞ୍ଚେଇ ଦିଆଯାଏ ଓ ମହାଯାଜକ ଯିହୋୟାଦା ତାକୁ ଲୁଚାଇ ରଖନ୍ତି ।—୨ରାଜା ୧୧:୧-୩

ଖ୍ରୀ.ପୂ. ୮୯୮: ଯୋୟାଶ୍‌ ରାଜା ହୁଏ। ମହାଯାଜକ ଯିହୋୟାଦା ରାଣୀ ଅଥଲୀୟାକୁ ହତ୍ୟା କରନ୍ତି ।—୨ରାଜା ୧୧:୪-୧୬

ଇସ୍ରାଏଲ ରାଜ୍ୟ

ପ୍ରା. ଖ୍ରୀ.ପୂ. ୯୨୦: ଅହସୀୟ (ଆହାବ ଓ ଈଷେବଲ୍‌ର ପୁଅ) ରାଜା ହୁଏ

ପ୍ରା. ଖ୍ରୀ.ପୂ. ୯୧୭: ଯୋରାମ୍‌ (ଆହାବ ଓ ଈଷେବଲ୍‌ର ପୁଅ) ରାଜା ହୁଏ

ପ୍ରା. ଖ୍ରୀ.ପୂ. ୯୦୫: ଯେହୂ ଇସ୍ରାଏଲର ରାଜା ଯୋରାମ୍‌, ତାଙ୍କ ଭାଇମାନଙ୍କୁ ଏବଂ ତାଙ୍କ ମାଆ ଈଷେବଲ୍‌କୁ ହତ୍ୟା କରେ । ସେ ଯିହୁଦାର ରାଜା ଅହସୀୟ ଓ ତାଙ୍କ ଭାଇମାନଙ୍କୁ ମଧ୍ୟ ହତ୍ୟା କରେ ।—୨ରାଜା ୯:୧୪-୧୦:୧୭

ପ୍ରା. ଖ୍ରୀ.ପୂ. ୯୦୪: ଯେହୂ ଶାସନ କରିବାକୁ ଲାଗେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ