ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm17 ପୃଷ୍ଠା ୪-୫
  • ରବିବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ରବିବାର
  • ୨୦୧୭ ଆଞ୍ଚଳିକ ଅଧିବେଶନ କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ଶନିବାର
    ୨୦୧୭ ଆଞ୍ଚଳିକ ଅଧିବେଶନ କାର୍ଯ୍ୟକ୍ରମ
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
୨୦୧୭ ଆଞ୍ଚଳିକ ଅଧିବେଶନ କାର୍ଯ୍ୟକ୍ରମ
CO-pgm17 ପୃଷ୍ଠା ୪-୫
ଯିହୋବାଙ୍କ ସାକ୍ଷୀମାନଙ୍କର ୨୦୧୭ ଅବେଶନର ରବିବାର ସକାଳ କାର୍ଯ୍ୟମର ଭିଡିଓ ଦର୍ଶନର ମୁଖ୍ୟାଂଶ ।

ର ବି ବା ର

“ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ”—ରୋମୀୟ ୧୨:୧୨

ସକାଳ କାର୍ଯ୍ୟକ୍ରମ

  • ୮:୫୦ ବିଶେଷ ସଂଗୀତର ଭିଡିଓ ପ୍ରଦର୍ଶନ

  • ୯:୦୦ ଗୀତ ସଂ. ୪୪ ଏବଂ ପ୍ରାର୍ଥନା

  • ୯:୧୦ ପରିଚର୍ଚ୍ଚା: ଯିହୋବା କିପରି ‘ଧୈର୍ଯ୍ୟ ଓ ସାନ୍ତ୍ୱନା ଦିଅନ୍ତି’ . . .

    • ସାହସହୀନ ଓ ଦୁର୍ବଳମାନଙ୍କୁ (ରୋମୀୟ ୧୫:୪, ୫; ୧ ଥେସଲନୀକୀୟ ୫:୧୪; ୧ ପିତର ୫:୭-୧୦)

    • ଭୌତିକ ରୂପେ ଅଭାବଗ୍ରସ୍ତ ଲୋକମାନଙ୍କୁ (୧ ତୀମଥି ୬:୧୮)

    • ‘ପିତୃହୀନମାନଙ୍କୁ’ (ଗୀତସଂହିତା ୮୨:୩)

    • ବୃଦ୍ଧ ଓ ବୃଦ୍ଧାମାନଙ୍କୁ (ଲେବୀ ପୁସ୍ତକ ୧୯:୩୨)

  • ୧୦:୨୦ ଗୀତ ସଂ. ୧୩୮ ଏବଂ ଘୋଷଣା

  • ୧୦:୩୦ ପରିଚର୍ଚ୍ଚା: ଏପରି ଏକ ଗୃହ ନିର୍ମାଣ କରନ୍ତୁ, ଯାହା ସ୍ଥାୟୀ ରହିବ

    • ଆପଣଙ୍କଠାରେ “ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ” ରହନ୍ତୁ (ଏବ୍ରୀ ୧୩:୫; ଗୀତସଂହିତା ୧୨୭:୧, ୨)

    • ଯାହା “ଅସତ୍‌ ବିଷୟ,” ସେଥିରୁ ଆପଣଙ୍କ ପିଲାମାନଙ୍କୁ ସୁରକ୍ଷା ଦିଅନ୍ତୁ (ରୋମୀୟ ୧୬:୧୯; ଗୀତସଂହିତା ୧୨୭:୩)

    • “ଗନ୍ତବ୍ୟ ପଥରେ” ଆପଣଙ୍କ ପିଲାମାନଙ୍କୁ ଶିକ୍ଷିତ କରାନ୍ତୁ (ହିତୋପଦେଶ ୨୨:୩, ୬; ଗୀତସଂହିତା ୧୨୭:୪, ୫)

  • ୧୧:୧୫ ନାଟକ: “ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର”—ଭାଗ-୨ (ଲୂକ ୧୭:୨୮-୩୩)

  • ୧୧:୪୫ ପିଲାମାନେ—ଆପଣଙ୍କ ଧୈର୍ଯ୍ୟ ଯିହୋବାଙ୍କୁ ଆନନ୍ଦିତ କରେ ! (ହିତୋପଦେଶ ୨୭:୧୧)

  • ୧୨:୨୦ ଗୀତ ସଂ. ୧୩୫ ଏବଂ ବିରତି

ଯିହୋବାଙ୍କ ସାକ୍ଷୀମାନଙ୍କର ୨୦୧୭ ଅବେଶନର ରବିବାର ସକାଳ କାର୍ଯ୍ୟମର ଭିଡିଓ ଦର୍ଶନର ମୁଖ୍ୟାଂଶ ।

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୨୦ ବିଶେଷ ସଂଗୀତର ଭିଡିଓ ପ୍ରଦର୍ଶନ

  • ୧:୩୦ ଗୀତ ସଂ. ୧୪୧

  • ୧:୩୫ ସର୍ବସାଧାରଣଙ୍କ ପାଇଁ ବାଇବଲ ଆଧାରିତ ଭାଷଣ: ଆଶା କେବେ ହରାନ୍ତୁ ନାହିଁ ! (ଯିଶାଇୟ ୪୮:୧୭; ଯିରିମୀୟ ୨୯:୧୧)

  • ୨:୦୫ ପ୍ରହରୀଦୁର୍ଗର ସାରାଂଶ

  • ୨:୩୫ ଗୀତ ସଂ. ୫୭ ଏବଂ ଘୋଷଣା

  • ୨:୪୫ ନାଟକ: “ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର”—ଭାଗ-୩ (ଲୂକ ୧୭:୨୮-୩୩)

  • ୩:୧୫ ‘ଅପେକ୍ଷା କର . . . ତାହା ବିଳମ୍ବ ହେବ ନାହିଁ’ (ହବକ୍‌କୂକ ୨:୩)

  • ୪:୧୫ ଗୀତ ସଂ. ୧୨୯ ଏବଂ ଶେଷ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ