ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm20 ପୃଷ୍ଠା ୪-୫
  • ଶନିବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶନିବାର
  • ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
  • ରବିବାର
    ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
  • ରବିବାର
    ଆଞ୍ଚଳିକ ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ
  • ଶନିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
CO-pgm20 ପୃଷ୍ଠା ୪-୫
ଚିତଗୁକ: ୧. କିଛି ଯିହୋବାଙ୍କ ସାକ୍ଷୀ ହସି ହସି ଚାର ସେବା ପାଇଁ ଯାଉଛନ୍ତି । ସେ ମଧରୁ ଜଣେ ଭାଇ ବିଲ୍‌-ଚେୟାରରେ ବସିଛନ୍ତି ଏବଂ ଅନ୍ୟ ଭାଇ ଜଣକ ତାଙ୍କୁ ସାହାଯ୍ୟ କରୁଛନ୍ତି । ୨. ଯିହୋବାଙ୍କ ସାକ୍ଷୀ ଜଣକ ଜଣେ ଷ୍ଟିୟାନ ବ୍ୟକ୍ତି ସହ ବାଇବଲରୁ କଥା ହେଉଛନ୍ତି । ୩. ନିହିମୀୟା ।

ଶନିବାର

‘ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ଯିହୋବାଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ’—ଗୀତସଂହିତା ୧୦୫:୩

ସକାଳ କାର୍ଯ୍ୟକ୍ରମ

  • ୯:୨୦ ସଂଗୀତର ଭିଡିଓ

  • ୯:୩୦ ଗୀତ ସଂ. ୫୩ ଏବଂ ପ୍ରାର୍ଥନା

  • ୯:୪୦ ପରିଚର୍ଚ୍ଚା: ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ

    • • ପ୍ରଶ୍ନ ପଚାରନ୍ତୁ (ଯାକୁବ ୧:୧୯)

    • • ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ (ଏବ୍ରୀ ୪:୧୨)

    • • ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ (ମାଥିଉ ୧୩:୩୪, ୩୫)

    • • ଉତ୍ସାହର ସହ ଶିଖାନ୍ତୁ (ରୋମୀୟ ୧୨:୧୧)

    • • ସହାନୁଭୂତି ଦେଖାନ୍ତୁ (୧ ଥେସଲନୀକୀୟ ୨:୭, ୮)

    • • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ (ହିତୋପଦେଶ ୩:୧)

  • ୧୦:୫୦ ଗୀତ ସଂ. ୫୮ ଏବଂ ଘୋଷଣା

  • ୧୧:୦୦ ପରିଚର୍ଚ୍ଚା: ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ଯିହୋବାଙ୍କ ସାହାଯ୍ୟ ନିଅନ୍ତୁ

    • • ଅନୁସନ୍ଧାନର ଉପକରଣ (୧ କରିନ୍ଥୀୟ ୩:୯; ୨ ତୀମଥି ୩:୧୬, ୧୭)

    • • ଆମ ଭାଇଭଉଣୀ (ରୋମୀୟ ୧୬:୩, ୪; ୧ ପିତର ୫:୯)

    • • ପ୍ରାର୍ଥନା (ଗୀତସଂହିତା ୧୨୭:୧)

  • ୧୧:୪୫ ବାପ୍ତିସ୍ମ: ଏପରି ପଦକ୍ଷେପ ଯାହା ବହୁତ ଖୁସି ଦିଏ (ହିତୋପଦେଶ ୧୧:୨୪; ପ୍ରକାଶିତ ବାକ୍ୟ ୪:୧୧)

  • ୧୨:୧୫ ଗୀତ ସଂ. ୭୯ ଏବଂ ବିରତି

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୩୫ ସଂଗୀତର ଭିଡିଓ

  • ୧:୪୫ ଗୀତ ସଂ. ୭୬

  • ୧:୫୦ ଆମ ଭାଇଭଉଣୀମାନେ ଶିଷ୍ୟ କରିବା କାମରୁ କିପରି ଖୁସି ପାଉଛନ୍ତି . . .

    • • ଆଫ୍ରିକାରେ

    • • ଏସିଆରେ

    • • ୟୁରୋପରେ

    • • ଉତ୍ତର ଆମେରିକାରେ

    • • ପ୍ରଶାନ୍ତ ମହାସାଗରର ଦ୍ୱୀପଗୁଡ଼ିକରେ

    • • ଦକ୍ଷିଣ ଆମେରିକାରେ

  • ୨:୩୫ ପରିଚର୍ଚ୍ଚା: ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ . . .

    • • ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଶିଖାନ୍ତୁ (ମାଥିଉ ୫:୩; ଯୋହନ ୧୩:୧୭)

    • • ସଭାରେ ଯିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ (ଗୀତସଂହିତା ୬୫:୪)

    • • ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ (ହିତୋପଦେଶ ୧୩:୨୦)

    • • ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ (ଏଫିସୀୟ ୪:୨୨-୨୪)

    • • ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ (୧ ଯୋହନ ୪:୮, ୧୯)

  • ୩:୩୦ ଗୀତ ସଂ. ୧୧୦ ଏବଂ ଘୋଷଣା

  • ୩:୪୦ ନାଟକ: ନିହିମୀୟା: ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ’—ଭାଗ ୧ (ନିହିମୀୟା ୧:୧–୬:୧୯)

  • ୪:୧୫ ଶିଷ୍ୟ କରିବା କାମରେ ଏପରି ଦକ୍ଷତାଗୁଡ଼ିକୁ ବଢ଼ାନ୍ତୁ ଯାହା ନୂତନ ଜଗତରେ ମଧ୍ୟ ସାହାଯ୍ୟ କରିବ (ଯିଶାଇୟ ୧୧:୯; ପ୍ରେରିତ ୨୪:୧୫)

  • ୪:୫୦ ଗୀତ ସଂ. ୧୪୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ