ଶ ନି ବା ର
‘ଆମେ ସତ୍କର୍ମ କରିବାରେ ଯେପରି କ୍ଳାନ୍ତ ନ ହେଉ’—ଗାଲାତୀୟ ୬:୯, NIBV
ସକାଳ କାର୍ଯ୍ୟକ୍ରମ
୮:୫୦ ବିଶେଷ ସଂଗୀତର ଭିଡିଓ ପ୍ରଦର୍ଶନ
୯:୦୦ ଗୀତ ସଂ. ୭୭ ଏବଂ ପ୍ରାର୍ଥନା
୯:୧୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ଆମେ କ୍ଳାନ୍ତ ହେବା ନାହିଁ—ବିଶେଷତଃ ବର୍ତ୍ତମାନ ! (ପ୍ରକାଶିତ ବାକ୍ୟ ୧୨:୧୨)
୯:୪୫ ପରିଚର୍ଚ୍ଚା: ‘କ୍ଷାନ୍ତ ନ ହୋଇ’ ପ୍ରଚାର କାମରେ ଲାଗି ରହନ୍ତୁ
ସୁଯୋଗ ଦେଖି (ପ୍ରେରିତ ୫:୪୨; ଉପଦେଶକ ୧୧:୬)
ଘର ଘର ଯାଇ (ପ୍ରେରିତ ୨୦:୨୦)
ସର୍ବସାଧାରଣରେ (ପ୍ରେରିତ ୧୭:୧୭)
ଶିଷ୍ୟ କରିବାରେ (ରୋମୀୟ ୧:୧୪-୧୬); ୧ କରିନ୍ଥୀୟ ୩:୬)
୧୦:୩୫ ଗୀତ ସଂ. ୭୬ ଏବଂ ଘୋଷଣା
୧୦:୪୫ ନାଟକୀୟ ବାଇବଲ ପଠନ: ଯିହୋବା ନିଜ ଲୋକମାନଙ୍କୁ ଉଦ୍ଧାର କରନ୍ତି (ଯାତ୍ରା ପୁସ୍ତକ ୩:୧-୨୨; ୪:୧-୯; ୫:୧-୯; ୬:୧-୮; ୭:୧-୭; ୧୪:୫-୧୦, ୧୩-୩୧; ୧୫:୧-୨୧)
୧୧:୧୫ ଯିହୋବା— ଧୈର୍ଯ୍ୟର ସର୍ବଶ୍ରେଷ୍ଠ ଉଦାହରଣ (ରୋମୀୟ ୯:୨୨, ୨୩; ୧୫:୧୩; ଯାକୁବ ୧:୨-୪)
୧୧:୪୫ ‘କୌଣସି ଭୟରେ ଭୀତ ହୁଅ ନାହିଁ !’ (୧ ପିତର ୩:୬, ୧୨, ୧୪)
୧୨:୧୫ ଗୀତ ସଂ. ୭୯ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
୧:୧୫ ବିଶେଷ ସଂଗୀତର ଭିଡିଓ ପ୍ରଦର୍ଶନ
୧:୨୫ ଗୀତ ସଂ. ୧୨୮
୧:୩୦ ପରିଚର୍ଚ୍ଚା: ଧୈର୍ଯ୍ୟ ଧରନ୍ତୁ . . .
ଅସତ୍ ବ୍ୟବହାର କରାଯିବା ସତ୍ତ୍ୱେ (ମାଥିଉ ୫:୩୮, ୩୯)
ବୃଦ୍ଧାବସ୍ଥା ସତ୍ତ୍ୱେ (ଯିଶାଇୟ ୪୬:୪; ଯିହୂଦା ୨୦, ୨୧)
ନିଜ ଅସିଦ୍ଧତା ସତ୍ତ୍ୱେ (ରୋମୀୟ ୭:୨୧-୨୫)
ସୁଧାର ଅଣାଯିବା ସତ୍ତ୍ୱେ (ଗାଲାତୀୟ ୨:୧୧-୧୪; ଏବ୍ରୀ ୧୨:୫, ୬, ୧୦, ୧୧)
ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ରହିବା ସତ୍ତ୍ୱେ (ଗୀତସଂହିତା ୪୧:୩)
କୌଣସି ଆତ୍ମୀୟଙ୍କ ମୃତ୍ୟୁ ହୋଇଯିବା ସତ୍ତ୍ୱେ (ଗୀତସଂହିତା ୩୪:୧୮)
ଅତ୍ୟାଚାର କରାଯିବା ସତ୍ତ୍ୱେ (ପ୍ରକାଶିତ ବାକ୍ୟ ୧:୯)
୨:୪୫ ଗୀତ ସଂ. ୧୩୬ ଏବଂ ଘୋଷଣା
୨:୫୫ ନାଟକ: “ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର”—ଭାଗ-୧ (ଲୂକ ୧୭:୨୮-୩୩)
୩:୨୫ ପରିଚର୍ଚ୍ଚା: ଧୈର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଗୁଣଗୁଡ଼ିକୁ ବଢ଼ାନ୍ତୁ
ବିଶ୍ୱାସ (ଏବ୍ରୀ ୧୧:୧)
ସଦ୍ଗୁଣ (ଫିଲିପ୍ପୀୟ ୪:୮, ୯)
ଜ୍ଞାନ (ହିତୋପଦେଶ ୨:୧୦, ୧୧)
ଆତ୍ମସଂଯମ (ଗାଲାତୀୟ ୫:୨୨, ୨୩)
୪:୦୫ କʼଣ କରିବା ଦ୍ୱାରା ଆପଣ ‘କେବେ ମଧ୍ୟ ଝୁଣ୍ଟିପଡ଼ିବେ ନାହିଁ’ (୨ ପିତର ୧:୫-୧୦; ଯିଶାଇୟ ୪୦:୩୧; ୨ କରିନ୍ଥୀୟ ୪:୭-୯, ୧୬)
୪:୪୦ ଗୀତ ସଂ. ୩ ଏବଂ ଶେଷ ପ୍ରାର୍ଥନା