ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm19 ପୃଷ୍ଠା ୪-୫
  • ରବିବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ରବିବାର
  • ଆଞ୍ଚଳିକ ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ
  • ଶୁକ୍ରବାର
    ୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
ଆଞ୍ଚଳିକ ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ
CO-pgm19 ପୃଷ୍ଠା ୪-୫
ରାଜା ଯୋଶୀୟ ନଳାକାର ପୁସ୍ତକ ପଛନ୍ତି

ରବିବାର

“ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ”—ଯିହୂଦା ୨୧

ସକାଳ କାର୍ଯ୍ୟକ୍ରମ

  • ୯:୦୦ ସଂଗୀତର ଭିଡିଓ

  • ୯:୧୦ ଗୀତ ସଂ. ୧୦୬ ଏବଂ ପ୍ରାର୍ଥନା

  • ୯:୨୦ ପରିଚର୍ଚ୍ଚା: ମନେ ରଖନ୍ତୁ ଯେ ପ୍ରେମ . . .

    • ଦୀର୍ଘସହିଷ୍ଣୁ ଓ ହିତଜନକ (୧ କରିନ୍ଥୀୟ ୧୩:୪)

    • ଈର୍ଷା କରେ ନାହିଁ; ଆତ୍ମବଡ଼ିମା କରେ ନାହିଁ (୧ କରିନ୍ଥୀୟ ୧୩:୪)

    • ଅହଙ୍କାର କରେ ନାହିଁ; ଅନୁଚିତ ବ୍ୟବହାର କରେ ନାହିଁ (୧ କରିନ୍ଥୀୟ ୧୩:୪, ୫)

    • ସ୍ୱାର୍ଥ ଚେଷ୍ଟା କରେ ନାହିଁ; ବିରକ୍ତ ହୁଏ ନାହିଁ (୧ କରିନ୍ଥୀୟ ୧୩:୫)

    • ଅପକାର ସ୍ମରଣରେ ରଖେ ନାହିଁ; ଅଧର୍ମରେ ଆନନ୍ଦ କରେ ନାହିଁ (୧ କରିନ୍ଥୀୟ ୧୩:୫, ୬)

    • ସତ୍ୟରେ ଆନନ୍ଦ କରେ; ସମସ୍ତ ସହ୍ୟ କରେ (୧ କରିନ୍ଥୀୟ ୧୩:୬, ୭)

    • ସମସ୍ତ ବିଶ୍ୱାସ କରେ; ସମସ୍ତ ଭରସା କରେ (୧ କରିନ୍ଥୀୟ ୧୩:୭)

    • ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ; ପ୍ରେମ କଦାପି ଶେଷ ହୁଏ ନାହିଁ (୧ କରିନ୍ଥୀୟ ୧୩:୭, ୮)

  • ୧୦:୫୦ ଗୀତ ସଂ. ୧୫୦ ଏବଂ ଘୋଷଣା

  • ୧୧:୦୦ ବାଇବଲ ଆଧାରିତ ଜନ ଭାଷଣ: ଘୃଣାରେ ପରିପୂର୍ଣ୍ଣ ଏ ଜଗତରେ ପ୍ରକୃତ ପ୍ରେମ କେଉଁମାନଙ୍କ ମଧ୍ୟରେ ଅଛି ? (ଯୋହନ ୧୩:୩୪, ୩୫)

  • ୧୧:୩୦ ପ୍ରହରୀଦୁର୍ଗର ସାରାଂଶ

  • ୧୨:୦୦ ନିଜ ପିଲାଙ୍କୁ ଅନ୍ୟମାନଙ୍କୁ ପ୍ରେମ କରିବା ଶିଖାନ୍ତୁ (୨ ତୀମଥି ୩:୧୪, ୧୫)

  • ୧୨:୩୫ ଗୀତ ସଂ. ୧୩୪ ଏବଂ ବିରତି

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୩୫ ସଂଗୀତର ଭିଡିଓ

  • ୧:୪୫ ଗୀତ ସଂ. ୧୨୪

  • ୧:୫୦ ‘ଯିହୋବା ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି’ (ଏବ୍ରୀ ୧୨:୫-୧୧; ଗୀତସଂହିତା ୧୯:୭, ୮, ୧୧)

  • ୨:୧୦ ନାଟକ: ଯୋଶୀୟଙ୍କ କାହାଣୀ: ଯିହୋବାଙ୍କୁ ପ୍ରେମ କରନ୍ତୁ ଏବଂ ମନ୍ଦକୁ ଘୃଣା କରନ୍ତୁ !—ଭାଗ ୨ (୨ ରାଜାବଳୀ ୨୨:୩-୨୦; ୨୩:୧-୨୫; ୨ ବଂଶାବଳୀ ୩୪:୩-୩୩; ୩୫:୧-୧୯)

  • ୨:୪୦ ଗୀତ “ଯିହୋବା, ଦେ ସାହସ” ଏବଂ ଘୋଷଣା

  • ୨:୫୦ ‘ଯିହୋବାଙ୍କ ଅଟଳ ପ୍ରେମର କାମଗୁଡ଼ିକ ପ୍ରତି ଧ୍ୟାନପୂର୍ବକ ଚିନ୍ତନ କରନ୍ତୁ’ (ଗୀତସଂହିତା ୧୦୭:୪୩, NW; ଏଫିସୀୟ ୫:୧, ୨)

  • ୩:୫୦ ନୂଆ ଗୀତ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ