ଗୀତ ୧୬୧
ତୋ ଇଚ୍ଛାରେ ମୋ ଆନନ୍ଦ
(ଗୀତସଂହିତା ୪୦:୮)
- ୧. ପୁତ୍ର ତୁମ ନେଲେ ବାପ୍ତିସ୍ମ, - କାମ ଯେ କଲେ ଉତ୍ତମ । - ପିତାଙ୍କୁ ରଖିଲେ ହୃଦୟେ, - ଅଙ୍ଗେ ଯେ ନିଭାଇଲେ । - ପ୍ରଲୋଭନକୁ ମନା କଲେ, - ପିତାର ନାମ କଲେ । - ଦେଇଛନ୍ତି ଯେ ସବୁକିଛି, - ସ୍ତୁତି କରିବୁ ନିତି । - (ଘୋଷା) - ତୋ ଇଚ୍ଛାରେ, ମୋ ଆନନ୍ଦ । - ଦେବି ମୁଁ ଅନ୍ତଃକରଣ । - ବାସ୍ତବରେ ଆନନ୍ଦିତ, - ତୋ ପଥେ ଆଲୋକିତ । - ତୋ ଇଚ୍ଛାରେ, ମୋ ଆନନ୍ଦ । - ଏ ଆଶା କରେ ବିସ୍ମିତ । - ତୋର ପ୍ରେମ-ର ସୁଗନ୍ଧ, - କରିବି ପ୍ରସାରିତ । - ମୋ ଆନନ୍ଦ । 
- ୨. ଯିହୋବା ତତେ ମୁଁ ଜାଣିଲି, - ସତେ କି ସୁଖ ପାଇଲି । - ମୁଁ ସାକ୍ଷୀ ଭାବରେ କହିବି, - ନା ସତ୍ୟ ଲୁଚାଇବି । - ଭାଇଙ୍କ ସହ କରେ ସେବା, - ଭଲ ଉପାୟ ଏହା । - ତୁମ ନାମ ପାଇଁ ଗର୍ବିତ, - ହେଲି ନିଜେ ଅର୍ପିତ । - (ଘୋଷା) - ତୋ ଇଚ୍ଛାରେ, ମୋ ଆନନ୍ଦ । - ଦେବି ମୁଁ ଅନ୍ତଃକରଣ । - ବାସ୍ତବରେ ଆନନ୍ଦିତ, - ତୋ ପଥେ ଆଲୋକିତ । - ତୋ ଇଚ୍ଛାରେ, ମୋ ଆନନ୍ଦ । - ଏ ଆଶା କରେ ବିସ୍ମିତ । - ତୋର ପ୍ରେମ-ର ସୁଗନ୍ଧ, - କରିବି ପ୍ରସାରିତ । - ମୋ ଆନନ୍ଦ । - ଯିହୋବା ଇଚ୍ଛାରେ । 
(ଗୀତ. ୪୦:୩, ୧୦ ମଧ୍ୟ ଦେଖନ୍ତୁ ।)