ଗୀତ ୧୫୫
ସର୍ବଦା ଆନନ୍ଦ
(ଗୀତସଂହିତା ୧୬:୧୧)
- ୧. ଝିଲ୍ମିଲ୍ ତାରା ଭରା ରାତି - ଦେଖ ଆକାଶେ । - ସଞ୍ଜ କି ସକାଳ ତୁମେ - ପ୍ରେମେ ସଜ୍ଜିଲ । - ସୃଷ୍ଟି ଏହି ଭୂ ସାଗର - ଗଢ଼ା ତୁମ ହାତେ, ଖୁସି - ତୁମ ହୃଦୟେ । - (ଘୋଷା) - ଖୁସି ତୁମ ରଚନାରେ; - ତାହା ମିଳେ ସନ୍ଦେଶରେ - ପାରଦୀଶ ଆଣିବ । - ତୁମ ପ୍ରେମ ହିଁ ଅନନ୍ତ - ଅଟେ ସତ୍ୟ ସ୍ଥାୟୀ ଧନ । - ତୁମଠାରୁ ହିଁ ମିଳେ - ସର୍ବଦା ଆନନ୍ଦ । 
- ୨. ଦେଲ ତୁମେ ସବୁ କିଛି - ଯେ ପାଉ ଖୁସି । - ଯାହା ଶୁଣୁ ଧରୁ ଦେଖୁ - ଓ ଜାଣିପାରୁ । - ତୁମେ ଦେଲ ଏ ଜୀବନ - ମନରେ ଅନନ୍ତକାଳ - ଖୁସି ଆମକୁ । - (ଘୋଷା) - ଖୁସି ତୁମ ରଚନାରେ; - ତାହା ମିଳେ ସନ୍ଦେଶରେ - ପାରଦୀଶ ଆଣିବ । - ତୁମ ପ୍ରେମ ହିଁ ଅନନ୍ତ - ଅଟେ ସତ୍ୟ ସ୍ଥାୟୀ ଧନ । - ତୁମଠାରୁ ହିଁ ମିଳେ - ସର୍ବଦା ଆନନ୍ଦ । - (ବିଶେଷ ପଂକ୍ତି) - ଖୁସିରୁ ଦୂରେ ଥିଲୁ - ତୁମ ପୁତ୍ର ବିନା, - ଆମ ସଦା ଖୁସି ପାଇଁ - ଦେଲ ଜୀବନ ପୁତ୍ରର । - (ଘୋଷା) - ଖୁସି ତୁମ ରଚନାରେ; - ତାହା ମିଳେ ସନ୍ଦେଶରେ - ପାରଦୀଶ ଆଣିବ । - ତୁମ ପ୍ରେମ ହିଁ ଅନନ୍ତ - ଅଟେ ସତ୍ୟ ସ୍ଥାୟୀ ଧନ । - ତୁମଠାରୁ ହିଁ ମିଳେ - ସର୍ବଦା ଆନନ୍ଦ । - (ଘୋଷା) - ଖୁସି ତୁମ ରଚନାରେ; - ତାହା ମିଳେ ସନ୍ଦେଶରେ - ପାରଦୀଶ ଆଣିବ । - ତୁମ ପ୍ରେମ ହିଁ ଅନନ୍ତ - ଅଟେ ସତ୍ୟ ସ୍ଥାୟୀ ଧନ । - ତୁମଠାରୁ ହିଁ ମିଳେ - ସର୍ବଦା ଆନନ୍ଦ । 
(ଗୀତ. ୩୭:୪; ୧ କରି. ୧୫:୨୮ ମଧ୍ୟ ଦେଖନ୍ତୁ ।)